-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
07-Nov-2020
ରାୟଗଡା ପୋଲିସ ଦ୍ୱାରା ଏକ କୋଟି ରୁ ଅଧିକ ଟଙ୍କାର ଗଂଜେଇ ଜବତ , ସହର ର jsco କୋଲନି ନିକଟରୁ ପ୍ରାୟ 1114 କେଜି ଗଂଜେଇ ଭର୍ତି ଟ୍ରକ ଜବତ । ଟ୍ରକ ଡ୍ରାଇଭର୍ ଫେରାର ।ରାୟଗଡା ପୋଲିସ ର ତଦନ୍ତ ଆରମ୍ଭ ।