-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2020
ମଞ୍ଚେଶ୍ୱର ଥାନା ପୋଲିସ
ମୁଖ୍ଯ ଅଭିଯୁକ୍ତ ସୌମ୍ଯ ରଞ୍ଜନ ଜେନାକୁ ରଣୁ ୭୦ ହାଜର ବନ୍ଧୁକ ବିକ୍ରି କରିଥିଲା
ରଣୁ ବି ଟାଙ୍ଗି ବନ୍ତ ଗ୍ରାମର
ଚୋରା ବନ୍ଧୁକ କାରବାର ନେଇ ମଞ୍ଚେଶ୍ୱର ଥାନା ପୋଲିସର ପଚରାଉଚରା
ଗତ ସେପ୍ଟେମ୍ବର ୨୮ରେ ସୌମ୍ଯ ରଞ୍ଜନ ବନ୍ଧୁକ ଦେଖାଇ ବ୍ଯାଙ୍କ ରୁ ସାଢେ ୯ ଲକ୍ଷ ଲୁଟ କରିଥିଲା