-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଭୁମିହୀନ ୭ ଆଦିବାସୀ ପରିବାର ସରକାରଙ୍କ ଯୋଜନା ରୁ ବଂଚିତ

07-Nov-2020



ପାଟଣାଗଡ଼ (ଗୋରେଖନାଥ ବରିହା ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଝୁଲେନବର ଗ୍ରାମ ର ବସ୍ ଷ୍ଟାଣ୍ଡ ନିକଟସ୍ଥ ଉତ୍ତର ଦିଗରେ ଚାଲିଥିବା ନିର୍ମାଣ ଗ୍ରିଡକୋ ଟ୍ରାସଫର୍ମର ପ୍ରକଲ୍ପ କୁ ଲାଗି ରହିଥିବା ଗ୍ରାମ ର ତୁଷସୁନା ଓ ଲକ୍ଷ୍ମୀ ସୁନା ଙ୍କ ପୈତୃକ ରୟତି ଆଟ ଜମି ରେ ବସବାସ କରୁଥିବା ୭ ଟି ନିରୀହ ଆଦିବାସୀ (ଶବର) ପରିବାର ଙ୍କ ଲାଗି ସରକାରଙ୍କ ଜନହିତକର ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ଏମାନଙ୍କ ମଧ୍ୟରୁ କେତେକଙ୍କ ଭୋଟର କାର୍ଡ , ଆଧାର କାର୍ଡ ଥିଲେ ମଧ୍ୟ  ରାସନ୍ କାର୍ଡ କି ଅନ୍ତୋଦୟ କାର୍ଡ ପାଇଁ ପାରି ନାହିଁ ।। କରୋନା ମହାମାରୀ ବିପତ୍ତି ସମୟରେ ସଟ୍ ଡାଉନ୍ ଲକ୍ ଡାଉନ୍ ହେତୁ ଏମାନଙ୍କର କୈାଲିକ ବୃତ୍ତି ବନ୍ଦ ହୋଇଯିବାରୁ ବହୁ ଅସୁବିଧାରେ ପରିବାର ପ୍ରତିପୋଷଣ କରୁଥିବା ପ୍ରକାଶ କରିଛନ୍ତି ।କରୋନା କଟକଣା ସମୟରେ କେତେ ଜଣ ସମାଜ ସେବୀ ବ୍ୟକ୍ତି ବିଶେଷ କିଛି ଶୁଣିଲା ଖାଦ୍ୟ ସହଯୋଗ କରିଥିବାରୁ ସେମାନେ କେତେ ଦିନ ଦୁଃଖ କଷ୍ଟ ରେ ପରିବାର ଚଲାଇନେଲେବୋଲି ସେମାନେ ପ୍ରକାଶ କରିଛନ୍ତି । ରାତି ପାହିଲେ ଅନ୍ୟ ପାଖରେ ଖଟିଲେ ଯାଏଁ ଏମାନଙ୍କର ପିଲା -ସଂସାର କୁଟୁମ୍ବ ର ପେଟକୁ ଦାନା ମୁଠେ ଯୋଗାଡ଼ ହୋଇଥାଏ । କିନ୍ତୁ ସରକାର ଗରିବ ଭୁମିହୀନ ଅହାୟକ ପରିବାର ଙ୍କୁ ଘର ଡିହ, ଆବାସ ଗୃହ , ପାନୀୟ ଜଳ ସମସ୍ୟା ଭଲି ଅନେକ ଜନହିତକର ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏମାନଙ୍କ ପାଖେ ପହଂଚି ପାରୁନାହିଁ କାହିଁକି ? ତାହା ସାଧାରଣରେ ଏବେ ଚର୍ଚ୍ଚା ଚାଲିଛି । ବିଭିନ୍ନ ମୈ।ଲିକ ସୁବିଧା କ୍ଷେତ୍ରରୁ ଆଜକୁ ପ୍ରାୟ ୧୫ ବର୍ଷ ରୁ ଉର୍ଦ୍ଧ ଦିନ ହେବ ଏମାନେ ବଂଚିତ ରହି ଏଠାରେ ଝାଟିମାଟି କୁଡ଼ିଆ ଘରରେ ଜୀବନ ବିତାଉଥିଲେ ମଧ୍ୟ ବ୍ଳକ ପ୍ରଶାସନ ଙ୍କର କିପରି ଦୃଷ୍ଟି ପଡ଼ିନାହିଁ ତାହା ପ୍ରଶ୍ନବାଚୀ ଉଠିବା ନିଶ୍ଚିତ ଯୋଗ୍ୟ ବୋଲି କେତେ ଜଣ ବୁଦ୍ଧି ଜୀବି ପ୍ରକାଶ କରିଛନ୍ତି । ବ୍ଳକ ପ୍ରଶାସନ ଓ ଜନପ୍ରତିନିଧି ଏମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦାୟିତ୍ବ ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଖଟିଖିଆ ଦିନ ମଜୁରିଆ ନିରିହ ଗରିବ ଭୂମିହୀନ ଆଦିବାସୀ ବାସିନ୍ଦା  ସୁର୍ଯ୍ୟ ଶବର , ସବିତା ଶବର ,ତୁଲସିଶବର  ,ସୁରୁବାଲି ଶବର ,ବୁରୋତଲେନ ଶବର,ତାଲବହଲିଆ ଶବର ,ଚିତ୍ର ଶବର, କରନ ଶବର ପ୍ରମୁଖ ଙ୍କ ସମେତ ଛୁଆଁ ଠାରୁ ବୃଦ୍ଧ ବୃଦ୍ଧା ଙ୍କ ପର୍ଯ୍ୟନ୍ତ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନାରେ କିପରି ସାମିଲ ହେବେ ଓ ଭୂମିହୀନ ୭ ଟି ଆଦିବାସୀ ପରିବାର ଙ୍କୁ କିପରି ଘରଡିହ, ଆବାସ ଗୃହ , ରାସନ୍ କାର୍ଡ କିପରି ପାଇପାରିବେ ବୋଲି ସେମାନେ ସ୍ଥାନୀୟ ବିଧାୟକ ଓ ବ୍ଳକ ପ୍ରଶାସନ କଳର ଅଧିକାରୀ ମହୋଦୟ ଙ୍କୁ ନିବେଦନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like