-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ପୁଣି କିଡନୀ ରୋଗୀଙ୍କୁ ଭେଟିଲେ ଆମ ଆଦମୀ ପାର୍ଟି

30-Nov-2021



ବଲାଙ୍ଗିର/ଦେଓଗାଁ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଆଉ ଗୋଟିଏ ପଞ୍ଚାୟତ ଉଡ଼ାର୍ ର ମହମ୍ମଦ ପୁର୍  ଗାଁ ରେ କିଡ଼ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଗାଁ ଲୋକ ଖବରକାଗଜ ପଢି ଆଦମୀ ପାର୍ଟି କୁ ଯୋଗାଯୋଗ କରିଥିଲେ। ଏ ବିଷୟରେ ଖବର ପାଇ ଆମ୍ ଆଦମୀ ପାର୍ଟିର  ରାଜ୍ଯ ପ୍ରବକ୍ତା ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଙ୍କ ନିର୍ଦ୍ଦେଶ କ୍ରମେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ଏବଂ ଅଶୋକ ସୁନା ମହମ୍ମଦପୁର୍ ଗାଁ କୁ ପହଞ୍ଚିଥିଲେ ।ଏବଂ କିଡ୍ନୀ ରୋଗୀ ମାନକୁ ସାକ୍ଷାତ କରି ଏବଂ ଗାଁ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ ।ଗାଁ ଲୋକ କହିବା ଅନୁସାରେ ୨୦୧୫ ରୁ ଏପର୍ଯ୍ୟନ୍ତ ୮ଜଣ ରୁ ଉର୍ଦ୍ଧ୍ୱ ଲୋକଙ୍କ କୀଡନୀ ରୋଗରେ ମୃତ୍ୟୁ ହୋଇସାରିଲାଣି । ମୃତକଙ୍କ ନାଁ ହେଉଛି ହଲଧର ମୁଣ୍ଡା (୨୦), ଲିଙ୍ଗରାଜ ମୁଣ୍ଡା (୩୦),ଧବଳେ ମୁଣ୍ଡା (୪୦) ,ମକରଧ୍ଵଜ ମୁଣ୍ଡା (୬୦), ଗଜପତି ମୁଣ୍ଡା (୫୫), କନ୍ହେଇ ମୁଣ୍ଡା (୫୦), ମୁଖୀ ମୁଣ୍ଡା(୫୦) ,ସୁଲୋଚନା ମୁଣ୍ଡା ବୟସ (୫୯)ଏତେ ଜଣ ଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଅଛନ୍ତି ।ଯଥା. ବିଷ୍ନୁ ମୁଣ୍ଡା. କୁନ୍ତୀ ମୁଣ୍ଡା. ଶୁଭାଗିନି ମୁଣ୍ଡା. ନିଧି ମୁଣ୍ଡା. ରାଧାକାନ୍ତ ମୁଣ୍ଡା. କେଶବ ମୁଣ୍ଡା. ପୁରନ୍ଦର ମୁଣ୍ଡା. ରାଇମତି ମୁଣ୍ଡା. କପିଳେ ମୁଣ୍ଡା. ରତିଲାଲ ମୁଣ୍ଡା. ସୁମିତ୍ରା ମୁଣ୍ଡା. କିଶୋର୍ ମୁଣ୍ଡା. ବୀର ମୁଣ୍ଡା. ଦେବେନ୍ଦ୍ର ମୁଣ୍ଡା. ଆଦି କିଡ୍ନୀ ରୋଗ ରେ ଆକ୍ରାନ୍ତ ଅଛନ୍ତି।ମହମ୍ମଦପୁର  ଗାଁ ର ଲୋକ ଅନେକ ଥର  ବ୍ଲକ ପ୍ରଶାସନ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି।ପାଣି ମଧ୍ଯ ଟେଷ୍ଟ ପାଇଁ ନେଇଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।ବହୁତ୍ ଦୁଃଖର କଥା ଯେ ଦେଓଗାଁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ  ଚାରି କିଲୋମିଟର କିନ୍ତୁ କାହାରି ନଜର ପଡୁନାହିଁ। ଏପଟେ ସରକାର ବାହାଦୁର ବିକାଶ ର ଡିମ୍ ଡିମି ପିଟୁଛନ୍ତି।ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ହେଲେ ତାହା କେତେ କାର୍ଯ୍ୟକାରୀ ହେଉଛି ତାର ବାସ୍ତବ ଚିତ୍ର ଦେଖିଲେ ଜଣାପଡୁଛି । ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ଠିକ୍ ସେ କାମ ଦେଉନାହିଁ । ନାମକୁ ମାତ୍ର ସ୍ଵାସ୍ଥ୍ୟ କାର୍ଡ ବୋଲି ଲୋକେ ଡଷ୍ଠ ବିନ୍ ରେ ଫିକି ବାକୁ ଗଲେଣି । ଏପଟେ ଦେଓଗାଁ ବ୍ଲକ ରେ ବିଜେଡି ଚେୟାରମ୍ଯାନ. ବିଜେଡି ଜିଲ୍ଲା ପରିଷଦ,ମାଳ ମାଳ ସରପଞ୍ଚ,ମାଳ ମାଳ ସମିତି କିନ୍ତୁ କାହରି କୌଣସି ଦେଖାସାକ୍ଷାତ ନାହିଁ,ଖାଲି ଭାଷଣ ବାଜି ଏବଂ ନିଜ ନିଜ ସମ୍ପତ୍ତି ବଢ଼ାଇବାରେ ଲାଗୁଛନ୍ତି  ଆଉ ଜନତା ଙ୍କୁ ଚିଠି ଆଣିଛ କି ନାହିଁ କହୁଛନ୍ତି । ହେଲେ ହଜାର ହଜାର ଚିଠି ଦେଲେ ମଧ୍ଯ ଜନତା ଙ୍କୁ ନ୍ୟାୟ ମିଳୁନଥିବାରୁ ଏହାକୁ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ଦୃଢ଼ ନିନ୍ଦା କରୁଛି ।ସେ ପ୍ରକାର୍ ତୁଚ୍ଛ ନେତା ଏବଂ ପ୍ରଶାସନ କୁ କଡ଼ା ଜବାବ ଦିଆଯିବ ବୋଲି ଆମ୍ ଆଦମୀ ପାର୍ଟିର ମୁଖପାତ୍ର ଆଶିଷ ପାଣ୍ଡେ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।ମହମ୍ମଦ ପୁର୍  ଗାଁ ର ସମସ୍ୟା କୁ ନେଇ ପ୍ରଶାସନ ଙ୍କୁ ଭେଟିବ ଆମ୍ ଆଦମୀ ପାର୍ଟି ବୋଲି ଆମ୍ ଆଦମୀ ପାର୍ଟି ତରଫରୁ ସୂଚନା ଦିଆଯାଇଛି। ଯେମିତି ବଲାରପାଳି ଗାଁ ପାଇଁ ପ୍ରଶାସନ କୁ ମଜବୁର୍ କରି ଦିଆଯାଇଥିଲା ସେ ଗାଁ ର ପାଣି ସମସ୍ୟା ସମାଧାନ ପାଇଁ ଏବଂ ଗାଁ କୁ ମେଡିକାଲ ଟିମ୍ ପଠାଇବା ପାଇଁ ସେଭଳି ପୁଣି ଲଢେଇ ଜୋରଦାର ହେବ ବୋଲି ଆମ ଆଦମୀ ପାର୍ଟି ର ମୁଖପାତ୍ର ଆଶିଷ ପାଣ୍ଡେ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like