-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ମୁରିଵାହାଲ ମଠାଧିଶ ସାଧୁ ଯୁଗେଶ୍ୱର୍ ଦାସ ଵାଵା ହୃଦରୋଗରେ ମୃତ୍ୟୁବରଣ କରିଛନ୍ତି ତାକୁ ୬୫ ଵର୍ଷ ହେଉଥିଲା ଆଜି ସନ୍ଧ୍ୟା ୫ ଟା ଚିର ଦିନ ପାଇଁ ଭୈତିକ ଜଗତକୁ ଛାଡ଼ି ଚିରଦିନ ପାଇଁ ଅଲେଖ ମହିମା ପାଖକୁ ଚାଲି ଗଲେ ସେ ଜଣେ ସାଧୁ ସନ୍ଥ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ତାଙ୍କର ଦେହ ତ୍ୟାଗ ରେ ବଲାଙ୍ଗୀର ଜିଲ୍ଲାର ମୁରିଵାହାଲ, ତେତେଲପଡା, ସିନ୍ଧେକେଲା ଅନ୍ଚଲରେ ଅଲେଖ ଧର୍ମ।ଲମ୍ବି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କୁ ମୁରିଵାହାଲ ମଠାଧିଶ ହିସାବରେ ତାଙ୍କର ଶେଷ ଦର୍ଶନ ପାଇଁ ଵହୁ ଭିଡ ପରିଲକ୍ଷିତ ହୋଇଛି।ତାଙ୍କର ଶରୀର କୁ ମୁରିଵାହାଲ ମଠରେ ମାଟିରେ ମିଶାଇ ଶେଶକୃତ୍ ସମ୍ପୂର୍ଣ୍ଣ କରାଯିବ ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)