-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ସହରର ରାସ୍ତାକଡ଼ ଦୋକାନୀଙ୍କୁ ଉଚ୍ଛେଦ ସହ ଭେଣ୍ଡିଙ୍ଗ ଜୋନ ରେ ୧୧ ଜଣଙ୍କୁ ଥଇଥାନ

20-Nov-2021



ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ଟିଟିଲାଗଡ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତଥା ଯାନବାହାନ ବୃଦ୍ଧି ଏବଂ ମୁଖ୍ୟତଃ ରାସ୍ତା କଡର ଜବରଦଖଲ ଯୋଗୁଁ ଦିନ କୁ ଦିନ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି l ଏହାକୁ ନିୟନ୍ତଣ କରିବା ଉଚ୍ଛେଦ ଓ ଥଇଥାନ ବ୍ୟବସ୍ଥା ଆରମ୍ଭ କରାଯାଇଛି  । ସହର ମଧ୍ୟରେ ବେଆଇନ ପାର୍କିଂ ତଥା ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ଏବଂ ଦେକାନ ଗୃହ ବାହାରେ ମୁଖ୍ୟ ରାସ୍ତାକୁ ମାଡ଼ି ବସିଥିବା ଦୋକାନୀ ମାନଙ୍କୁ ନିଜନିଜ ସୀମା ମଧ୍ୟରେ ରହିବା ପାଇଁ ଗତ କିଛିଦିନ ଧରି ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଡ଼ାକବାଜି ଯନ୍ତ୍ର

ମାଧ୍ୟମରେ  ଘୋଷଣା କରାଯାଇଥିଲା l ତେବେ କିଛି କ୍ଷୁଦ୍ର ବ୍ୟବସାୟୀ ମାନେ ଏହାକୁ ଅଣଦେଖା କରିବା ଫଳରେ ପ୍ରଶାସନ ଏକ୍ସନ ମୋଡ଼ କୁ ଆସିଛି l ପୌର ପରିଷଦ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ତଥା ଟିଟିଲାଗଡ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ, ଟିଟିଲାଗଡ ଏସ ଡିପିଓ ସୁରେନ୍ଦ୍ରନାଥ ଶତପଥୀ,ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଏବଂ ପୋଲିସ ଟିମ ଓ ପୌର କର୍ମଚାରୀଙ୍କ ଏକ ମିଳିତ ଟିମ୍ ବାହାରି ଉପଜିଲ୍ଲାପାଳ ନିଜେ ଉପସ୍ଥିତ ଏହି  ଆଜି ସକାଳୁ ସହରର ପେଟ୍ରୋଲ ପମ୍ପ ଛକ ଠାରୁ ମାଉସୀ ମା ମନ୍ଦିର ଛକ ପର୍ଯ୍ୟନ୍ତ  ରାସ୍ତା କଡର ଉଠା ଦୋକାନୀଙ୍କୁ ଉଠାଇ ଜବରଦଖଲ ଉଚ୍ଛେଦ କରିଥିଲେ। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଏକ ମୁଖ୍ୟ ସହର ହୋଇଥିବା ବେଳେ ଏଠାରେ କୋର୍ଟ,କଚେରି, ତହସିଲ ଅଫିସ, ମୁଖ୍ୟ ଡାକଘର ସମେତ ଚିକିତ୍ସାଳୟ ମଧ୍ୟ ରହିଛି। ଅପର ପକ୍ଷରେ ଦେଶର ଏହା ଏକ ପ୍ରମୁଖ ରେଳ ଜଙ୍କସନ ହୋଇଥିବା ଯୋଗୁଁ  ପ୍ରତିଦିନ ଏଠାରେ ହଜାର ହଜାର ରେଳ ଯାତ୍ରୀ  ଙ୍କ ଯାତାୟାତ ମଧ୍ୟ ହୋଇଥାଏ।ସହର ର ସମସ୍ତ ମୁଖ୍ୟ ରାସ୍ତା ଅଣ ଓସାରିଆ ହୋଇଥିବା ଯୋଗୁଁ ଅନେକ ଯାନ ବାହାନ ବିଭିନ୍ନ ଦୋକାନ ସମ୍ମୁଖରେ ରହି ନିୟମିତ   ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି।ସହର ମଧ୍ୟରେ ବିଭିନ୍ନ ବ୍ୟାଙ୍କ ରାସ୍ତା ଉପରେ ଥିବାବେଳେ ସେମାନଙ୍କ ନିଜସ୍ଵ ପାର୍କିଂ ବ୍ୟବସ୍ଥା ନ ଥିବା ଯୋଗୁଁ ବ୍ୟାଙ୍କ କାରବାର  ସମୟରେ ରାସ୍ତା ଜାମ ଭଳି ପରିସ୍ଥିତି ପ୍ରତିଦିନ ସୃଷ୍ଟି ହୋଇଥାଏ।ଟ୍ରାଫିକ ସମସ୍ୟା ଯୋଗୁଁ ସହର ମଧ୍ୟରେ ବାରମ୍ବାର ବିଭିନ୍ନ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବା ମଧ୍ୟ ନଜିର ରହିଛି।   ରାସ୍ତା ଉପରେ ଗାଇ ଗୋରୁ ନ ଛାଡ଼ିବା ପାଇଁ ମଧ୍ୟ ପୌର ପରିଷଦ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଅନେକ ଥର ତାଗିଦ କରାଯାଇଥିଲା ବେଳେ ଲୋକେ ଏହାକୁ ଭ୍ରୁକ୍ଷେପ କରୁ ନଥିବା

ଦେଖାଯାଇଛି। ସହର ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ଉଦ୍ଦେଶ୍ୟରେ କିଛିଦିନ ତଳେ ଟିଟିଲାଗଡ ଉପଜିଲ୍ଲାପାଳ ପତ୍ର ସଂଖ୍ୟା ୫୨୫୪/୧୨.୧୧.୨୦୨୧ ମାଧ୍ୟମରେ ଏକ   ଆଦେଶ ଜାରି କରି ସହର ମଧ୍ୟକୁ ସକାଳ ୬ ଘଣ୍ଟାରୁ ରାତି ୧୦ ଘଣ୍ଟା ପଯ୍ୟନ୍ତ ସମସ୍ତ ବ୍ୟବସାୟିକ ଭାରିଯାନର ପ୍ରବେଶକୁ ନିଷେଧ କରିଥିବା ବେଳେ କେବଳ ପିଡିଏସ ଯୋଗାଣ ଗାଡ଼ିକୁ ଅନୁମତି ଦିଆଯାଇଛି। ତେବେ ରାସ୍ତାକଡ଼ର ଜବରଦଖଲ ଉଚ୍ଛେଦ କରାଯିବାସହ ୧୧ ଜଣ ଉଠା ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ କିଛିଦିନ ପୂର୍ବରୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଭେଣ୍ଡିଙ୍ଗ ଜୋନରେ ଥଇଥାନ କରାଯାଇଛି। ତେବେ ଉପଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସହରର  ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜନ ସାଧାରଣରେ ଦାବି ଉଠିଛି।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like