-+91-9937148622 |

prerana_bgr@rediffmail.com |

  Monday 15th June 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||      *କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   (15-Jun-2026)       ||      ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   (15-Jun-2026)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   (15-Jun-2026)       ||      ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||      ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ    (15-Jun-2026)       ||      ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||      ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   (15-Jun-2026)       ||      *କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   (15-Jun-2026)       ||      ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   (15-Jun-2026)       ||      ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   (15-Jun-2026)       ||      ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   (14-Jun-2026)       ||     

HOME   ଜିଲ୍ଲା

ପରଜଙ୍ଗ ଥାନା ଅଧିକାରିଣୀଙ୍କ ସାଧାରଣ ଜନତାଙ୍କୁ ସର୍ବସାଧାରଣ ସ୍ଥାନରେ ଅଭଦ୍ରଚିତ୍ତ ବ୍ୟବହାର ଓ ମାଡ ମାରିବା ଘଟଣା ପ୍ରତିବାଦରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ଗଣଧାରଣା

18-Nov-2021



ଢେଙ୍କାନାଳ (ତାପସ ଦାସ) ଗତକାଲି ରାତ୍ର ୯.୨୦ମି . ସମୟରେ ପରଜଙ୍ଗ ମାର୍କେଟ ଠାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଦୀପକ କୁମାର ଗୋଚ୍ଛାୟତ ମାର୍କେଟରୁ କିଛି ଘରୋଇ ଜିନିଷପତ୍ର କିଣିସାରିବା ପରେ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ସମୟରେ ପରଜଙ୍ଗ ଥାନା ଅଧିକାରିଣୀ , ଶ୍ରୀମତୀ ନମିତା ନାୟକ ପୋଲିସ ଗାଡି ଯୋଗେ ଆସି ମର୍କେଟରେ ଉପସ୍ଥିତ ଥିବା ସାଧାରଣ ଜନତା ଓ ଯୁବକ ମାନଙ୍କୁ ହଠାତ୍ ଗାଡିରୁ ଓହ୍ଲାଇପଡି ଅଭଦ୍ରଚିତ୍ତ ଭାଷାରେ ଉପସ୍ଥିତ ଲୋକମାନଙ୍କୁ ଗାଳିଗୁଲଜ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ସାଧାରଣ ଯୁବକ ଶ୍ରୀ ମଳୟ କୁମାର ସାହୁ ଙ୍କ ମୋବାଇଲ ରିଙ୍ଗ ହେବାରୁ କଲ୍ ରିସିଭ୍ କରିବାପାଇଁ ମୋବାଇଲ ଧରିଥିବାବେଳେ ଆଇ.ଆଇ.ସି. ହଠାତ୍ ତାଙ୍କ ପ୍ରତି ଉତ୍‌କ୍ଷିପ୍ତ ହୋଇ ଏଠି କଣ କରୁଛୁବେ ପଙ୍ଗୁରିବାରୁ ଶ୍ରୀ ସାହୁ ଅତି ସାଧାରଣ ଭାବେ ହସିଦେଇ ମୋର ଫୋନ୍ କଲ୍ ଆସୁଛି ବୋଲି କହିଥିଲେ । ତାଙ୍କ ଉତ୍ତରରେ ସନ୍ତୋଷ ନହୋଇ ଆଇ.ଆଇ.ସି. ମହାଶୟା ହଠାତ୍ ରାଗିଯାଇ ଶ୍ରୀ ସାହୁଙ୍କ ଗାଲକୁ ଏକ ଶକ୍ତ ଚାପୁଡା ମାରିବା ସଙ୍ଗେ ସଙ୍ଗେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏସବୁ ଅନ୍ୟାୟ ଘଟଣା ଦେଖୁ ସେଠାରେ ଉପସ୍ଥିତ ଥିବା ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଗୋଚ୍ଛାୟତ ଆଇ.ଆଇ.ସି.ଙ୍କର ଏପରି ଅନ୍ୟାୟ କାର୍ଯ୍ୟକଳାପ ଓ ମାଡ ମାରିବା ଘଟଣାକୁ ପ୍ରତିବାଦ କରିବାରୁ ଆଇ.ଆଇ.ସି. ତାଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ଓ କହିଥିଲେ ସଳା ଯିଏ ଏଠି ହସିବ ମାଡମାରିକି ବାନ୍ଧିକରି ଠୁକିଦେବି । ତାଙ୍କର ଏପରି ଅଭଦ୍ରଚିତ୍ତ ବ୍ୟବହାର ଓ ଅନ୍ୟାୟ ଭାବରେ ମାଡମାରିବା ଘଟଣା ଆମକୁ ତଥା ସାଧାରଣ ଯୁବକ ଶ୍ରୀ ମଳୟ ସାହୁଙ୍କୁ ମାନସିକ ସ୍ଥରରେ ଭିଷଣ ଆଘାତ ପଅଞ୍ଚାଇଛି ଓ ଏଠାରେ ସାଧାରଣ ଜନତା ନିଜକୁ ଅସହାୟ ମନେକରୁଛନ୍ତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଛି । ଆଇ.ଆଇ.ସି. ମହାଶୟାଙ୍କ ଜନସାଧରଣଙ୍କ ପ୍ରତି ଏଭଳି ଅନ୍ୟାୟ ଓ ମାତ୍ରାଧୂକ କାର୍ଯ୍ୟାନୁଷ୍ଠାନ ଓ ମାଡମାରିବା ଘଟଣା ଜନବିରୋଧ ଓ ଅଗଣତାନ୍ତ୍ରୀକ । ଏଣୁ ଏହାର ପ୍ରତିବାଦରେ ଆସନ୍ତା କାଲି ତା.୧୮.୧୧.୨୦୨୧ ରିଖ ଦିନ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ପରଜଙ୍ଗ ଥାନା ସମ୍ମୁଖରେ ଏକ ଗଣ ଭିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯଦି ତୁରନ୍ତ ଆଇ.ଆଇ.ସି. ମହାଶୟାଙ୍କୁ ଢେଙ୍କାନାଳ ଜିଲ୍ଲାରୁ ଅନ୍ୟତ୍ର ବଦଳୀ କରାନଯାଏ , ତେବେ ଆଗାମି ଦିନରେ ଏହି ଆନ୍ଦୋଳନକୁ ଜିଲ୍ଲା ସ୍ତରରେ ବ୍ୟପକ ଭାବରେ କରାଯିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା   15-Jun-2026
  ଜିଲ୍ଲା  
ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   15-Jun-2026
  ଜିଲ୍ଲା  
ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ   15-Jun-2026
  ଜିଲ୍ଲା  
*କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   15-Jun-2026
  ଜିଲ୍ଲା  
ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   15-Jun-2026
  ଜିଲ୍ଲା  
ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   15-Jun-2026
  ଜିଲ୍ଲା  
ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   15-Jun-2026
  ଜିଲ୍ଲା  
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ   15-Jun-2026
  ଜିଲ୍ଲା  
ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   15-Jun-2026
  ଜିଲ୍ଲା  
ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   15-Jun-2026
  ଜିଲ୍ଲା  
ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   15-Jun-2026
  ଜିଲ୍ଲା  
ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ   15-Jun-2026

You Might Also Like