-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଆଦିବାସୀ ଭବନ ଠାରେ ବ୍ଲକ ସ୍ତରୀୟ 146 ତମ ରେ ବିର୍ସା ମୁଣ୍ଡା କ୍ରାନ୍ତି ବୀର, ଜୟନ୍ତୀ ପାଳନ କରାଯାଇଥିଲା ଆଦିବାସୀ ସଭାପତି ଶ୍ରୀ ଯୁକ୍ତ ଦଶରଥ ଛାତ୍ରିଆ ଙ୍କ ତତ୍ଵା ପଧାନ ରେ ବହୁତ ସୁନ୍ଦର ଭାବରେ ସମାପନ ହୋଇଥିଲା, ଅନ୍ୟ ତମ ଆଦିବାସୀ ସକ୍ରିୟ ସଭ୍ୟ ମାନେ ଶ୍ରୀ ଯୁକ୍ତ ଦେବରାଜ ଭୋଇ, ପ୍ରୀତି ଚନ୍ଦ୍ର ରାଏ, ଆଗଲପୁର କାର୍ଯ୍ୟ କାରୀ ବ୍ଲକ ସଭାପତି ଭୁବନେଶ୍ୱର ଧରୁଆ, ଓ କାର୍ଯ୍ୟ କାରୀ ସମ୍ପାଦକ ହିମାଂଶୁ ଦଳପତି, ତଥା GSU ଜିଲ୍ଲା ସଭାପତି ଲଳିତ ମୋହନ ପୁଟା, ସତ୍ୟ ପଧାନ, ବ୍ରଜ ମୋହନ ବିଶୋଇ, ଦେବାଶିଷ ବିଶୋଇ, ପ୍ରଶାନ୍ତ କହେଣ୍ଡା, ଆଲୋକ ପାତ , ଉପସ୍ଥିତ ଥାଇ ମଧ୍ୟ୍ୟ ଆଦିବାସୀ ସମାଜ କୁ ଆଗକୁ ନେବେ ପାଇଁ ପ୍ରଦାନ କରିଥିଲେ,ଏଥିରେ ଝାରସୁଗୁଡା SP ବିକାଶ ଦାସ ଆଦିବାସୀ ମହିଳା ଙ୍କ ସମ୍ମାନ ହାନି ବିରୋଧୀ ମନ୍ତବ୍ୟ କୁ ଆଗାମୀ ଦିନରେ ତାଙ୍କ ବିରୋଧରେ ରାଜ୍ୟ ସାରା ବିରୋଧ କରିବାକୁ ସୂଚନା ଦେଇଥିଲେ, ଶେଷରେ ଶ୍ରୀ ରୁକ୍ମଣ ଧରୁଆଏବଂ ଆଉ ଅନେକ ଆଦିବାସୀ ମାନେ ଧନ୍ୟବାଦ ଦେଇଥିଲେ l