-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||     

HOME    ଅନ୍ୟାନ୍ୟ

ସକାଳ ର ମୁଖ୍ୟ ଖବର

06-Nov-2020



୧-ବୁମରାହଙ୍କ ଘାତକ ବୋଲିଂରେ ଦିଲ୍ଲୀ ଘାଇଲା, ପ୍ରଥମ କ୍ୱାଲିଫାୟରରେ DCକୁ ୫୭ ରନରେ ମାତ୍ ଦେଲା ମୁମ୍ବାଇ, ଫାଇନାଲରେ କଲା ପ୍ରବେଶ ।

୨--ବିଜେଡ଼ିରୁ ବିଦା ହେଲେ ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ : ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ହେଲେ ନିଲମ୍ବିତ; ଜୀବନ କହିଲେ, ସେ କୌଣସି ଭୂଲ କରିନାହାଁନ୍ତି।

୩-.ଉଚ୍ଚ ଶିକ୍ଷା‌ନୁଷ୍ଠାନ ଖୋଲିବା ଲାଗି ସଜବାଜ, ୟୁଜିସି ଜାରି କଲା ଗାଇଡ୍‌ଲାଇନ୍‌ ।

୪-ଓଡ଼ିଶାରେ ନିଯୁକ୍ତିର ବଡ଼ ସମ୍ଭାବନା : ୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପରେ ପୁଞ୍ଜି ନିବେଶ ପ୍ରସ୍ତାବକୁ ଅନୁମତି । ରାଜ୍ୟରେ ୩୧ ହଜାର ୯୭୯ ନିଯୁକ୍ତି ସମ୍ଭାବନା ।

୫-ଆମେରିକା ରାଷ୍ଟ୍ରପତି ନିର୍ବାଚନ : ବିଜୟ ଦ୍ବାରରେ ବାଇଡେନ ।

୬-ହ୍ବାଟସଆପ ଲଞ୍ଚ୍ କଲା ଏହି ନୂଆ ଫିଚର. ଡିସଆପରିୟରିଂ ମେସେଜ. ୭ଦିନ ଭିତରେ ଆପଣାଛାଏଁ ଡିଲିଟ ହୋଇଯିବ ଚାଟ

୭-୧୨ରୁ ଲର୍ଣ୍ଣସ୍ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ।

୮-ଦୀପ ଦେଖାଇଲା ବଞ୍ଚିବାର ଆଶା, ବିଦୁଲତାଙ୍କ ସବୁ ଦୀପ କିଣିବେ ସବ୍ୟସାଚୀ ।

୯-୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । କୋଲକତା ସେଣ୍ଟ୍ରାଲରେ ରାଲି । ଜନଜାତି ପରିବାର ସହ କରିବେ ମଧ୍ୟାହ୍ନ ଭୋଜନ ।

୧୦-ନୂଆ କୃଷି ଆଇନକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଙ୍ଗଠନ ।

୧୧-ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା ପ୍ରକ୍ରିୟା : ନଭେମ୍ବର ୧୬ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ ।

୧୨-ସମ୍ବଳପୁରରେ ତାତିଲେ ଚାଷ, ରାଜପଥ ଘଂଟିକିଆ ବନ୍ଦ : ମାନେଶ୍ୱର ଛକରେ ରାସ୍ତା ଅବରୋଧ କରି ଚାଷୀଙ୍କ ନାରାବାଜି, ଗାଡି ଚଳାଚଳ ଠପ୍ ।

୧୩-ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରସଂଗ: ହାଇକୋର୍ଟ କହିଲେ- ଜମି ହରାଇଥିବା ବ୍ୟକ୍ତିଙ୍କୁ ୬ ସପ୍ତାହ ଭିତରେ ବିବାଦ ନଥିବା ଜମି ଦିଅ .।

୧୪-ସ୍ମାର୍ଟସିଟି ପ୍ରକଳ୍ପ ସମୀକ୍ଷା କଲେ କମିସନର : ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଶେଷ ନିର୍ଦେଶ ।

୧୫-ସାରୁଅ ଜମି ଦୁର୍ନୀତି ମାମଲା : ବେଆଇନ ଅର୍ଥ କାରବାର ତଦନ୍ତ କରିବ ଆୟକର ବିଭାଗ  

୧୬-ତେଜସ୍ବୀଙ୍କୁ ଶାହଙ୍କ ଟର୍ଗେଟେ, କହିଲେ- ବିହାରର ବଜେଟ୍‌ ବିଷୟରରେ ଜାଣିଥିଲେ ୧୦ ଲକ୍ଷ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇନଥାନ୍ତେ ।।

୧୭-ଅର୍ଣ୍ଣବଙ୍କୁ ମିଳିଲା ନାହିଁ ଜାମିନ୍ : ଆସନ୍ତାକାଲି ପୁଣି ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ସୁଇସାଇଡ୍ ନୋଟରେ ସବା ଆଗରେ ରହିଛି ଅର୍ଣ୍ଣବଙ୍କ ନାଁ ।

୧୮-ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପବ୍ଲିକ୍ ଇନଭେଷ୍ଟମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ପକ୍ଷରୁ ୯,୫୫୫ କୋଟି ଟଙ୍କାର ପୁଞ୍ଜିନିବେଶ ।

୧୯-ଦୈନିକ ସାଢ଼େ ୪ ଘଣ୍ଟା ବସିବ ବିଧାନସଭାର ଶୀତ ଅଧିବେଶନ’ ।

୨୦-ମହାରାଷ୍ଟ୍ର, କେରଳ ମାର୍ଗରେ ଝାଡଖଣ୍ଡ, ହେମନ୍ତ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ତଦନ୍ତ କରି ପାରିବ ନାହିଁ ସିବିଆଇ ।
।
୨୧-ବନ୍ଦେ ଭାରତ ମିଶନରେ କରୋନା ରୋଗୀ ଚିହ୍ନଟ ପରେ ଭାରତୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ଚୀନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026
  ଜିଲ୍ଲା  
*ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   02-Nov-2026
  ଜିଲ୍ଲା  
ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ   02-Nov-2026
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026

You Might Also Like