-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
10-Nov-2021
ରଉରକେଲା(ପ୍ରେରଣା ଖବର ବ୍ୟୁରୋ): ୬ ଵର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲା। ଅଭିଯୁକ୍ତ ପାଣ୍ଡୁକା କିଷାନ ୧୦ ଵର୍ଷ କାରାଦଣ୍ଡରେ ଦଣ୍ଡିତ। ୫ ହଜାର ଟଙ୍କା ଜୋରିମାନା ଦଣ୍ଡ। ଦଣ୍ଡ ବିଧାନ ଶୁଣାଣି କଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ସୂନ୍ଦରଗଡ। ପୀଡ଼ିତl ଶିଶୁକନ୍ୟାଙ୍କୁ ୩ ଲଷ ଟଙ୍କା ଷତିପୁରଣ ପ୍ରଦାନ କରି ଟଙ୍କା ସ୍ଥାୟୀ ଜମା କରିବାକୁ ନିର୍ଦେଶ। ୨୦୧୩ ମସିହା ମାର୍ଚ୍ଚ ୨୫ ତାରିଖ ରାତି ୮ ଟା ସମୟରେ ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଵିରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା।