-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
09-Nov-2021
ଢେଙ୍କାନାଳ (ପ୍ରେରଣା ଖବର) କଙ୍କଡାହାଡ଼ ବ୍ଲକ ସମସ୍ତ ଆଦିବାସୀ ଜନପ୍ରତିନିଧି ମାନଙ୍କୁ ନେଇ ଦୁଇ ଦିନ କଙ୍କଡ଼ାହାଡ଼ ବ୍ଲକ ସଭାଗୃହରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି!ଶୋଭା ଏନଜିଓ ଏବଂ କଙ୍କଡ଼ାହାଡ଼ ବ୍ଲକ ଯୁବ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ବୁଲୁବୁଲ ବେହେରା ଅତିରିକ୍ତ ମଙ୍ଗଳ ଅଧିକାରୀ କାମାକ୍ଷା ନଗର କିରାଣୀ ନାୟକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁରେଶ ପଣ୍ଡା ବାଲିକୁମା ସରପଞ୍ଚ ମୋହନ ବାଗେ ପଙ୍ଗାତିରା ମାର୍ଗଶିର ପଧାନ ସରପଞ୍ଚ ଘାଗରାମୁଣ୍ଡା ସୁଜାତା ସିଂ କଣ୍ଟାପାଳ ସରପଞ୍ଚ ଲୋକନାଥ ସିଂ ପଙ୍ଗାତିରା ସମିତି ସଭ୍ୟ ସୁବାଷ ପଧାନ ବାଲିକୁମା ସମିତସଭ୍ୟ ନାଏବ ସରପଞ୍ଚ ଲଷ୍ମୀ ହେସା ଅନସୂଚିତ ଜନଜାତି ୱାର୍ଡମେମ୍ବର ପ୍ରାଣୀ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ