-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||     

HOME   ଜିଲ୍ଲା

କାହା ସ୍ୱାର୍ଥ ରେ ଅନ୍ଧ ହୋଇ ଏପରି ପାଲା କରାଯାଇଛି:-ଚାଷୀନେତା ରମେଶ ମହାପାତ୍ର

02-Nov-2021



ବରଗଡ/ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ବରଗଡ ଜିଲ୍ଲାରେ ୨୦୨୧-୨୨ ନଭେମ୍ବର ୨୫ ରୁ ଖରିଫ ଧାନ ସଂଗ୍ରହ କାହା ସ୍ୱାର୍ଥରେ lବରଗଡ ଜିଲ୍ଲା ରେ ନିର୍ବାଚିତ ଜନପ୍ରତିନିଧି ଏବଂ ପ୍ରଶାସନ ମିଲର୍ସ ମାନଙ୍କ ହାତବାରିଶି ସାଜିବା ଏଥୁରୁ ସ୍ପଷ୍ଟ ଭାବରେ ପ୍ରମାଣିତ lକାରଣ ବରଗଡ ଜିଲ୍ଲା ରେ ୩୦% ରୁ ଅଧିକ ଧାନ ଅମଳ ହୋଇ ସାରିଲାଣି ଯାହା ଏମାନେ ପରା ଜାଣିନାହାନ୍ତି ତାହା ହାସ୍ୟାସ୍ପଦ ର ବିଷୟ ଅଟେ lଏଠି ଡି.ଏଲ.ପି.ସି ର ସଦସ୍ୟ ମାନଙ୍କୁ ଜୟ କିଶାନ ଆନ୍ଦୋଳନ ବରଗଡ ର ରମେଶ ମହାପାତ୍ର କେତୋଟି ପ୍ରଶ୍ନ କରନ୍ତି lଯାହାକି ଉଲ୍ଳେଖନୀୟ ଅଟେ lପ୍ରଶ୍ନ ନଂ-୧-ଓଡିଶା ସରକାର ଙ୍କ ଧାନ ସଂଗ୍ରହ ନୀତି ଅନୁଯାୟୀ ଜିଲ୍ଲା ପ୍ରଶାସନ ନିଜ ନିଜ ଜିଲ୍ଲା ମାନଙ୍କରେ କେବେ ଧାନ ସଂଗ୍ରହ ଆରମ୍ଭ କରିବେ ତାହାର ତାରିଖ ନିର୍ଦ୍ଧାରଣ କରିଥାନ୍ତି,ତା ହେଲେ ୨୫ ନଭେମ୍ବର ପୂର୍ବରୁ ଧାନ ଅମଳ ହେବ ନାହିଁ କି ?୨-ଚଳିତ ବର୍ଷ ରାଜ୍ୟ ସରକାର ଙ୍କ ବିଜ୍ଞପ୍ତି ପ୍ରକାଶ କରିଥିଲେ ଯେ, ନଭେମ୍ବର-୧ ରୁ ୩୧ ମାର୍ଚ୍ଚ ମାସ ରେ ଧାନ ସଂଗ୍ରହ କରାଯିବ lବରଗଡ ଜିଲ୍ଲା ରେ ୩୦% ଧାନ ଶସ୍ୟ ସଂଗ୍ରହ ହୋଇସାରିଥିଲା ବେଳେ ଧାନ ସଂଗ୍ରହ ୨୫ ତାରିଖ ନିର୍ଦ୍ଧାରଣ କାହା ସ୍ୱାର୍ଥ ପାଇଁ ନିଷ୍ପତ୍ତି ନିଆଯାଇଛି ?୩-ବିଗତ ବର୍ଷ ମାନଙ୍କରେ କେବେ ୧୧ ନଭେମ୍ବର ପରେ ଧାନ ସଂଗ୍ରହ ହୋଇଅଛି କି ? କାରଣ ଗତବର୍ଷ ୫ଲକ୍ଷ କ୍ୟୁଣ୍ଟାଲ ରୁ ଅଧିକ ଧାନ ସଂଗ୍ରହ ୨୫ ତାରିଖ ମଧ୍ୟରେ ହୋଇସାରିଥିଲା, ପ୍ରଶାସନ ପାଖରେ କିଛି ତଥ୍ୟ ନାହିଁକି ?ନାଁ ଜାଣିଶୁଣି ଅଜଣା ଚାଉଳ ରେ ଭାତ ଖାଉଛି !
୪-ଯେଉଁ ଚାଷୀ ଭାଇମାନେ ଧାନ ବିକ୍ରି ପାଇଁ ପଞ୍ଜିକରଣ ସମୟରେ ୧ ତାରିଖ ରୁ ୨୫ ତାରିଖ ମଧ୍ୟରେ ପୂରଣ କରିସାରିଛନ୍ତି, ସେମାନଙ୍କ ସମସ୍ୟା ପାଇଁ କିଏ ଦାୟୀ ?୫-ଚାଷୀ ତାହାର କଷ୍ଟ ଉପାର୍ଜିତ ଅମଳ ଧାନକୁ ନେଇ କେଉଁଠାରେ ରଖିବ ଏବଂ ଧାନ ବିକ୍ରୟ କରି ଆବଶ୍ୟକ ଖର୍ଚ୍ଚ ପୂରଣ କରିଥାଏ l ତାର ଝାଳବୁହା ମେହେନତ ର ଫଳ ସ୍ୱରୂପ ଉପାର୍ଜିତ ଧାନଥାଇ  ସାହୁକାର କୁ ଅଧିକ ସୁଧ ଦେଇ ଋଣ ଆଣିବାକୁ ବାଧ୍ୟ ହେବ ସେଥିପାଇଁ ଦାୟୀ କିଏ ?ଏପରି ଅନେକ ପ୍ରଶ୍ନରେ ଜର୍ଜରିତ ଏପରି ତ୍ରୁଟି ପୂର୍ଣ୍ଣ ଟୋକନ ବ୍ୟବସ୍ଥା ଫଳରେ ଓଡ଼ିଶାର ୩ ଲକ୍ଷ ଚାଷୀ, ବରଗଡ ଜିଲ୍ଲା ରେ ୨୦ ହଜାର ପଞ୍ଜିକୃତ ଚାଷୀ ଧାନ ବିକ୍ରି ନ ପାରିବାରୁ ହଜାରେ ଏଗାର ଶହ ଟଙ୍କା ରେ ବେପାରୀ ମାନଙ୍କ ପାଖରେ ବିକ୍ରୟ କରିବାକୁ ସେମାନେ ବାଧ୍ୟ ବୋଲି ଶ୍ରୀ ମହାପାତ୍ର ଆମ ସାମ୍ବାଦିକ ଙ୍କ ପ୍ରଶ୍ନ ରେ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026

You Might Also Like