-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
02-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ ) ଲୋଇସିଂହା ବ୍ଲକ ଅଧିନସ୍ଥ ହୀରାପୁର ପଂଚାୟତ ଠାରେ ହୀରାପୁର, ବାରଦୋଳ, ଟେଭାଡୁଙ୍ଗୁରିକୁ ନେଇ ଆରଡବ୍ଲୁଏସଏସ ତରଫରୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣର ଭିତ୍ତିପ୍ରସ୍ତର ସ୍ଥାପନ ମୁଖ୍ୟ ଅତିଥି
ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ଓ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ଆରଡବ୍ଲୁଏସଏସ ମୁଖ୍ୟ ଇଞ୍ଜିନିୟର ବିପିନ କୁମାର ଦାଶ ଓ ଇଂ. ଶ୍ରୀ ସାମନ୍ତରାୟ ଉପସ୍ଥିତ ଥିଲେ l ତାହା ସହ ବିଜେପିର
ମଣ୍ଡଳ ସଭାପତି ସରୋଜ ସାହୁ, ଗୌରାଙ୍ଗ ନାଏକ, ଵାହାଦୁର ନନ୍ଦ, ଭୁତନାଥ ନାଏକ, ଲଳିତ ପଧାନ, ବୁଲୁ ବାଦୀ, ସୁଦିପ ସା, ସୋମନାଥ ପଧାନ, ଶଙ୍କର ସାହୁ, ଦୀପ୍ତିରଞ୍ଜନ ବିଶ୍ୱାଲ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ପ୍ରଶାନ୍ତ ସାହୁ, ନେପାଳ ସା, ସୀତାରାମ ପଧାନ, ଏମପି ନୋମିନି ଲୋଇସିଂହା ବାଳକୃଷ୍ଣ ଧରୁଆ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ l