-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଦେଶ ବିଦେଶ

ବର୍ଷ ଶେଷ ସୁଧା ଆସି ନପାରେ ଅକ୍ସଫର୍ଡ Covid ଟିକା, ଜାଣନ୍ତୁ କ’ଣ କହିଛନ୍ତି ଟ୍ରାଏଲ ମୁଖ୍ୟ!!

05-Nov-2020



କରୋନା ଭାଇରସ ମହାମାରୀ ଲାଗି ଅକ୍ସଫର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରୁଥିବା ଟିକାର ଲେଟ୍ ଷ୍ଟେଜ ଟ୍ରାଏଲ ବର୍ଷ ସରିବା ପୂର୍ବରୁ ହୋଇସାରିଥିବ। ହେଲେ ଖ୍ରୀଷ୍ଟମାସ ପୂର୍ବରୁ ଟିକା ପ୍ରସ୍ତୁତି ସରିଥିବ କି ନା ଏନେଇ  ଟିକାର ମୁଖ୍ୟ ପରୀକ୍ଷା ଅନୁସନ୍ଧାନ ଅଧିକାରୀ ସନ୍ଦେହ ଥିବା ବୁଧବାର କହିଛନ୍ତି!!ଅକ୍ସଫର୍ଡ ଭେକ୍ସିନ ଟ୍ରାଏଲ ମୁଖ୍ୟ ଅନୁସନ୍ଧାନକାରୀ ଅଧିକାରୀ ଆଣ୍ଡ୍ର୍ୟୁ ପୋଲାର୍ଡ ଚଳିତ ବର୍ଷ ପରୀକ୍ଷଣ ଫଳାଫଳ ଉପସ୍ଥାପନ ନେଇ କହିଛନ୍ତି ଯେ ବର୍ଷ ଶେଷ ପୂର୍ବରୁ ଆମେ ଏହି ବିନ୍ଦୁରେ ନିଶ୍ଚିତ ପହଞ୍ଚିସାରିଥିବୁ। ତେବେ ଏହି ଟିକା କାମ କରିଛି କି ନା, ଚଳିତବର୍ଷ ଟିକା ଆସିବ କି ନା, ନିୟାମକଙ୍କ ଦ୍ୱାରା ତଥ୍ୟର ସଯତ୍ନ ବିଶ୍ଲେଷଣ ପରେ ଜଣାପଡିବ। ସେହିପରି ଟିକା କିଏ ପାଇବେ ସେ ନେଇ ରାଜନୈତିକ ସ୍ତରରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଫୋଲାର୍ଡ!! ତେବେ ଖ୍ରୀଷ୍ଟମାସ ପୂର୍ବରୁ ଟିକାକରଣ ହୋଇ ପାରିବ କି ନା ସେ ନେଇ ପ୍ରଶ୍ନର ଜବାବରେ ଅକ୍ସଫର୍ଡ ଭେକ୍ସିନ ଗ୍ରୁପର ନିର୍ଦ୍ଦେଶକ ପୋଲାର୍ଡ କହିଛନ୍ତିଯେ ଏହା ସମ୍ଭବ ହେବାର ସମ୍ଭାବନା ଅଛି ହେଲେ ହେଲେ ଏ ସମ୍ପର୍କରେ ମୋତେ ବିସ୍ତୃତ ଜଣା ନାହିଁ। ଆମର  ବିଟ୍ ହେଲା ଆମେ ଲକ୍ଷର ନିକଟତର ହୋଇଛୁ କି ନା ଅଥବା ଆମେ ସେଠାରେ ପହଞ୍ଚିପାରି ନାହୁଁ ତାହା ନିଶ୍ଚିତ କରିବା!! ଆମର ପରୀକ୍ଷଣ ସାରା ବିଶ୍ୱରେ ହେଉଥିବା ଅନେକ ମାମଲା ମଧ୍ୟରୁ ଗୋଟିଏ। ଯେଉଁମାନଙ୍କ ମଧ୍ୟରେ ଅନେକ ବର୍ଷର ଶେଷ ସୁଦ୍ଧା ରିପୋର୍ଟ କରିପାରନ୍ତି। ଏଣୁ ଏକାଧିକ ପଦକ୍ଷେପ ଲାଗି ଏହି ସବୁ ପଦକ୍ଷେପ ନେବା ଆମ ଲାଗି ଜରୁରି ଥିଲା। ଅକ୍ସଫର୍ଡର ଆଷ୍ଟ୍ରାଜେନିକା ବଡ ଫାର୍ମାମାନଙ୍କ ମଧ୍ୟରେ ଅନ୍ୟତମ ଯାହା ଫିଫାଇଜର ଓ ବାୟୋଟେକ୍‌ର କ୍ୟାଣ୍ଡିଡେଟଙ୍କ ସହ ନିଜର ଟିକାକୁ ନିୟାମକଙ୍କ ନିକଟରେ ଉପସ୍ଥାପନ କରିବ!! କରୋନାଭାଇରସ ମହାମାରୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧.୨ ନିୟୁତ ଲୋକଙ୍କ ପ୍ରାଣ ନେଲାଣି। ଏଣୁ ଗୋଟିଏ ଟିକା ହିଁ ବିଶ୍ୱର ଭାଗ୍ୟ ବଦଳାଇଦେବ ବୋଲି ଏବେ ବୁଝା ଯାଉଛି। ଯଦି ଏହା କାମକରି ଯାଏ ତେବେ ବିଶ୍ୱ ପୁଣି ଥରେ ପୂର୍ବ ଭଳି ସ୍ୱଭାବିକ ହୋଇପାରିବ। ଏଥିରେ ଆମେରିକା ଫୁଡ ଏଣ୍ଡ ଡ୍ରଗ ଏଡମିନେଷ୍ଟ୍ରେସନ ଟିକା ଅନୁନ୍ୟ ୫୦ ପ୍ରତିଶତ ପ୍ରଭାବି ହେବା ଆବଶ୍ୟକ ବୋଲି ମାନଦଣ୍ଡ ସ୍ଥିର କରିଛନ୍ତି!!**ଏଣୁ ମୁଁ ଭାବୁଛି ଟିକା ନିଶ୍ଚିତ ପ୍ରଭାବଶାଳୀ ହେବ ବୋଲି କହିଛନ୍ତି ପାଲୋର୍ଡ । ତେବେ ଟିକାର ପ୍ରକୃତ କାର୍ଯ୍ୟକାରୀତା ସ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏ ବାବଦେ ହୋଇଥିବା ପରୀକ୍ଷଣର ତଥ୍ୟ କେହି ଖୋଲି ନାହାନ୍ତି। ସବୁଠୁ ବଡ଼ କଥା ହେଲା ଏହି ତଥ୍ୟ ଉପରକୁ ଏପର୍ଯ୍ୟନ୍ତ କାହାର ନଜର ଯାଇ ନାହିଁ ବୋଲି ପୋଲାର୍ଡ କହିଛନ୍ତି!!*


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like