-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME    ଅନ୍ୟାନ୍ୟ

ସକାଳ ର ମୁଖ୍ୟ ଖବର

05-Nov-2020




୧. କୋଭିଡ ମୁକାବିଲା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡାଇବା ପାଇଁ ସତର୍କତା ଜାରି ରଖିବା ସହିତ କୋଭିଡ ପରବର୍ତ୍ତୀ (Post-Covid Care)  ଯତ୍ନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ , ପୂଜା ସମୟରେ ଶୃଙ୍ଖଳାର ସହ କୋଭିଡ ନିୟମ ପାଳନ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।

୨. ରୋହିତଙ୍କ ‘ଆହତ’ ରହସ୍ୟ: ୧୩ ପଏଣ୍ଟ୍‌ର ପ୍ରଶ୍ନ ।

୩. ସାରଜା: ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍‌ ତୃତୀୟ ସଂସ୍କରଣର ପ୍ରଥମ ମୁକାବିଲାରେ ଭେଲୋସିଟି ଦଳ ସୁପରନୋଭାସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି ।

୪. କିଙ୍ଗ୍‌ଷ୍ଟନ୍‌: ୱେଷ୍ଟ୍‌ଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ମାର୍ଲନ ସାମୁଏଲ୍ସ ସମସ୍ତ କ୍ରିକେଟ୍‌ରୁ ଅବସର ନେଇଛନ୍ତି । 

୫. ଅଦାଲତ ଅବମାନନା ମାମଲା: ହାଇକୋର୍ଟରେ ଶିକ୍ଷା ନିର୍ଦ୍ଦେଶକ, ୩ ଡିଇଓ ଦୋଷୀ ।

୬. ଆରିଜୋନାରୁ ଜିତିଲେ ବାଇଡେନ୍‌ ଦୀର୍ଘ ୨୪ ବର୍ଷର ରେକର୍ଡ ଭାଙ୍ଗିଲେ ।

୭. ମୁମ୍ବଇ : ଇଣ୍ଟେରିୟର ଡିଜାଇନର ଅନ୍ୟୟ ନାଏକ ଓ ତାଙ୍କ ମା’ କୁମୁଦ ନାଏକଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ନେଇ ରାଜନୀତି ଆରମ୍ଭ ହୋଇଛି ।

୮. ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ବାୟୁସେନାର ତିନୋଟି ରାଫେଲ୍‌ ଲଢୁଆ ବିମାନ ସିଧାସଳଖ ଫ୍ରାନ୍‌ସ୍‌ରୁ ଆସି ବୁଧବାର ଦିନ ଭାରତରେ ପହଞ୍ଚିଛି ।

୯. ଵାସିଂଟନ: ମହାମାରୀ କୋଭିଡ୍‌-୧୯ ପାଇଁ ବୈଜ୍ଞାନିକମାନେ ଏଭଳି ଏକ ପ୍ରକାର ଟିକା ବିକଶିତ କରିପାରିଛନ୍ତି ଯାହା ଜୀବଜନ୍ତୁଙ୍କ ଶରୀରରେ ଅତି ଉଚ୍ଚମାନର ଆଣ୍ଟିବଡି ସୃଷ୍ଟି କରିପାରିଛି ବୋଲି କୁହାଯାଇଛି ।

୧୦. କାର୍ତ୍ତିକରେ ପରିବାଦର ଆକାଶଛୁଆଁ : ଆଳୁ ୪୫କୁ ପିଆଜ ୮୦ ।

୧୧. ରାଜ୍ୟରେ ୧୪ ଜିଲା ମେଲେରିଆ ପ୍ରବଣ। ରାଜ୍ୟରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷରେ କମ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଛି; କିନ୍ତୁ ଅଧିକ ସଂଖ୍ୟକ ଆକ୍ରାନ୍ତ ହୋଇଛନ୍ତି ।

୧୨. ଗୋଟିଏ ଦିନରେ ଦୁଇ ପରୀକ୍ଷା ପ୍ରସଙ୍ଗ : ୧୬କୁ ଘୁଞ୍ଚିଲା ଉତ୍କଳ ବିଏଡ୍‌ ପ୍ରବେଶିକା ପରୀକ୍ଷା ।

୧୩. ‘୨୦୨୧ ଜାନୁଆରୀ ସୁଦ୍ଧା ଦେଶରେ ସୁଲଭ ଉପଲବ୍ଧ ହୋଇପାରେ କୋଭିଡ୍‌ ଟିକା’- ପୁନାଓ୍ବାଲା ।

୧୪. ପେନସନଧାରୀଙ୍କ ପାଇଁ ମଇ ପର୍ଯ୍ୟନ୍ତ ବଢ଼ିଲା ‘ଲାଇଫ ସାର୍ଟିଫିକେଟ୍’ ଦାଖଲ ଅବଧି ।

୧୫. ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ଗୋଳାବାରୁଦ, ବନ୍ଧୁକ ଜବତ ,ମାଓବାଦୀ ଙ୍କ ଆକ୍ରମଣ ଯୋଜନା ପଣ୍ଡ ।

୧୬. ଫିଟିବ ସ୍କୁଲ ଫାଟକ, ପ୍ରସ୍ତୁତ ହେଉଛି ନିର୍ଦ୍ଦେଶାବଳୀ । ସ୍କୁଲ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସଙ୍କେତ, ନବମରୁ ଦ୍ୱାଦଶ ଶ୍ରେଣୀରେ ହେବ ପାଠପଢ଼ା ।

୧୭. ଭୁବନେଶ୍ୱର : ରାଜ୍ୟରେ ଆରୋଗ୍ୟ ହେଲେ ୧୫୨୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୮୨୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି ।

୧୮. ନଭେମ୍ବର ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ।

୧୯. ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା । ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା, ସର୍ତକ କରାଇଲେ ସରକାର । 

୨୦. ନୂଆଦିଲ୍ଲୀ: ବ୍ଲୁ ମାର୍ଟ ଓ ବିଗ୍‌ମାର୍ଟ କଂପାନି ମାନଙ୍କ ଦ୍ବାରା ନିବେଶକମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିନେଇଥିବା ଅଭିଯୋଗ ଉପରେ ସୁପ୍ରିମ୍‌ କୋର୍ଟ ଶୁଣାଣି କରିଛନ୍ତି । 

୨୧. ଆଜି ପ୍ରଥମ କ୍ବାଲିଫାୟର, ମୁମ୍ବାଇ-ଦିଲ୍ଲୀ ମୁହାଁମୁହିଁ ।

୨୨. ଫେବ୍ରୁଆରି ପର୍ଯ୍ୟନ୍ତ ୬୦% ବିମାନ ଉଡ଼ିବ ।

୨୩. ୨୦୨୧ ହେବ ଦରମା ବୃଦ୍ଧିର ବର୍ଷ, ୮୭% କଂପାନି କର୍ମଚାରୀଙ୍କ ବେତନ ବଢ଼ାଇବେ ।

*କରୋନା ଟିପ୍ସ୍ : ଲକ୍-ଡାଉନ୍ ଠୁ ସଟ୍-ଡାଉନ ସବୁ କଟକଣା, ସବୁ ନିୟମ ଆମ ପାଇଁ । ଏ ସବୁକୁ ମାନି ଚଳୁଥିଲେ, କରୋନା ରହିବ ଦୂରରେ ଯାଇ-ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।*


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like