-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
05-Nov-2020
ପାରାଦ୍ବୀପ, (ପ୍ରେରଣା ଖବର) - ପାରାଦ୍ବୀପ ରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ। ଚଳିତବର୍ଷ ସମରାଭ୍ୟାସ ନାମ ସାଗରକବଚ ଓଡିଶା-ୱେଷ୍ଟବେଙ୍ଗଲ ରଖାଯାଇଛି। ୯ ରୁ ଊର୍ଦ୍ଧ୍ବ ବିଭାଗକୁ ନେଇଁ ଚାଲିଛି ସମରାଭ୍ୟାସ। ସବୁ ବିଭାଗ ମଧ୍ୟରେ ସମନ୍ବୟ ସହିତ ବାହ୍ୟ ଶତୃଙ୍କୁ ମୁକାବିଲା କରିବା ପାଇଁ କରାଯାଉଛି ଏହି ସମରାଭ୍ୟାସ।