-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||     

HOME   ଜିଲ୍ଲା

ଆସୁଛି ଦୀପାବଳି,ଚିକମିକ ଇଲେକ୍ଟ୍ରି ବଲବ୍ ଓ ରଙ୍ଗୀନ ମହମବତୀରେ ହଜିଗଲାଣି ମାଟିଦୀପ         

02-Nov-2021



 ବିନିକା(ହିମାଂଶୁ ଶେଖର ପୁଟେଲ) ଆଉ ଦିନକ ପରେ ଆଲୋକରର ପର୍ବ ଦୀପାବଳି l କୋଭିଡ଼ କଟକଣା ଯୋଗୁଁ ଗତବର୍ଷ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ହୋଇନଥିବା ଏହି ପର୍ବକୁ ଏଥର କିନ୍ତୁ ଧୁମଧାମରେ ପାଳନ କରିବା ନେଇ ଆରମ୍ଭ ହୋଇଗଲାଣି ସଜବାଜ l ଆଗଭଳି ଦୀପାବଳି ପାଳନର ଆଦତା ବର୍ତ୍ତମାନର ଡିଜିଟାଲ ଦୁନିଆରେ ବଦଳି ଯାଇଛି l ଚିକନିକ ଇଲେକ୍ଟ୍ରି ବଳବ୍ ଓ ଭଳିକିଭଳି ରଙ୍ଗୀନ ମହମବତୀର ଚାହିଦା ବୃଦ୍ଧି ପାଉଥିବାରୁ ମାଟିଦୀପ ହଜିଗଲାଣି l ପୂଜାରେ ଲାଗିବା ପରମ୍ପରା ରହିଥିବାରୁ ଗୋଟିଏ ହେଉକି ଦୁଇଟି ଦୀପ ଜାଳି କାମ ସାରି ଦେଉଛନ୍ତି l ମାଟିଦୀପର ଚାହିଦା ଦିନକୁ ଦିନ କମୁଥିବାରୁ ଏହାରି ଉପରେ ନିର୍ଭର କରି ପେଟ ପୋଷୁଥିବା କାରିଗରଙ୍କ ଉପରେ ପ୍ରଭାବ ପକାଇଛି l ଫଳରେ କୁମ୍ଭକାର ମାନେ ଏହି ବୃତ୍ତିକୁ ମୁହଁ ମୋଡ଼ି ଦେଲେନି l ମାଟି କାମରୁ ଆଉ ଚଲି ହେଉ ନାହିଁ ବୋଲି ଦୁଃଖର ସହ ଫୁଲମୁଠି ଗ୍ରାମର ମାଖୁନ ରଣା କହିଛନ୍ତି l ଅଧିକାଂଶ ପରିବାର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟତ୍ର କାମ ଆପଣେଇଥିବା  ଜଣାପଡିଛି l ପର୍ବପର୍ବାଣୀରେ କୁମ୍ଭାର ମାନଙ୍କୁ ଲୋକେ ମନେ ପକାଉଥିବାରୁ ପୂର୍ବ ପୁରୁଷଙ୍କ ବୃତ୍ତିକୁ ବଞ୍ଚାଇବା ପାଇଁ କୁମ୍ଭକାର ପରିବାର ପୂଜାରେ ଲାଗୁଥିବା ସାମଗ୍ରୀ  ଲାଭକ୍ଷତି କୁ ସହି ତିଆରି କରୁଥିବା ସିଲାଟି ଗ୍ରାମର ବୃନ୍ଦାବନ ରଣା କହନ୍ତି l ବିଶେଷ କରି ଦୀପାବଳି ପର୍ବର କିଛିଦିନ ପୂର୍ବରୁ ବିନିକା ସହରରେ ଥିବା କୁମ୍ଭକାର ପରିବାର ଓ ଏହି ବ୍ଲକ ଅଧିନସ୍ଥ ଫୁଲମୁଠି, ସିଲାଟି,କୁହିବାହାଲ ଗ୍ରାମରେ ରହୁଥିବା ପରିବାର ଦୀପ ତିଆରି କରିଥାନ୍ତି l ସମୟ ଥିଲା ମାସକ ଆଗରୁ ଗ୍ରାହକ ମାନେ ଘରକୁ ଆସି ଦୀପ କିଣି ନେଉଥିବାରୁ ବେଶ ଦୁଇ ପଇସା ମିଳୁଥିଲା l ଏବେ କିନ୍ତୁ ମୂଲଚାଲ କରି ନିଜସ୍ଵ ଦୋକାନରେ ବିକ୍ରି କରୁଥିବାରୁ ପାରିଶ୍ରମିକ ମୂଲ୍ୟ ଉଚିତ ଭାବେ ମିଲୁ ନଥିବା କେତେକ କୁମ୍ଭକାର ପ୍ରକାଶ କରନ୍ତି l ପୂଜା ପାର୍ବଣ ଓ ବାହାଘର ବେଳେ ବିଭିନ୍ନ ମୂର୍ତ୍ତି,କଳସ,ଦୀପ,ଧିପାଲି,କୁପି,ହାଣ୍ଡି,ମାଠିଆ ଆଦି ଅନେକ ଜିନିଷ ତିଆରି ପାଇଁ ଲଟକା ମାଟି ଆବଶ୍ୟକ ହେଉଥିବାରୁ ଏହା ମଧ୍ୟ ଠିକ ଭାବରେ ମିଳୁ ନଥିବା,ପୋଡିବା ପାଇଁ ଜାଳେଣି ଅଭାବ,ପାରିଶ୍ରମିକ ମୂଲ୍ୟ ନ ମିଳିବା,ମାଟି ତିଆରି ସାମଗ୍ରୀ ବିକ୍ରୀ ହେଉ ନଥିବାରୁ ପରିବାର ଚଳାଇବା ପାଇଁ କୁମ୍ଭଜାର ବାଧ୍ୟହୋଇ ମାଟିକାମ ଛାଡି ଅନ୍ୟାନ୍ୟ କାମଧନ୍ଦାକୁ ବାଛି ନେଇଛନ୍ତି l ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ହେଲେ କୁମ୍ଭକାର ମାନଙ୍କ ପାଇଁ ସେଭଳି ଯୋଜନା ନଥିବାରୁ ପୂର୍ବପୁରୁଷଙ୍କ ବୃତ୍ତିକୁ ବଞ୍ଚାଇବାରେ ସଂଗ୍ରାମରତ କୁମ୍ଭକାରଙ୍କ କୌଳିକ ବୃତ୍ତି ଲୋପ ପାଇବାର ଆଶଙ୍କା ରହିଛି l ଏହାଯଦି ଲୋପ ପାଇ ଯାଏ ତେବେ ଆଗାମୀ ପିଢ଼ି କୁମ୍ଭକାର ମାନଙ୍କ ବୃତ୍ତି କଣ ଥିଲା,ସେମାନେ କଣ ତିଆରି କରୁଥିଲେ ତାହା ଭୁଲି ଯିବେ l ତେଣୁ ଏ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି l


News Comment




Photo in News

Advertisment
Lastest News
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026

You Might Also Like