2018-2020 ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ବରଗଡ଼ ଇମ୍ପେରିଏଲ କଲେଜର ଛାତ୍ରୀ ଉମାରାନୀ ଦୋରା ବିଶ୍ଵବିଦ୍ୟାଳୟ ସ୍ତରରେ ନବମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚlରୀ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।
"/>-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ବରଗଡ଼ (ମୁକୁନ୍ଦ ଦାସ) ନିକଟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର (ପିଜି) କମ୍ପ୍ୟୁଟର ସାଇନ୍ସ 2018-2020 ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ବରଗଡ଼ ଇମ୍ପେରିଏଲ କଲେଜର ଛାତ୍ରୀ ଉମାରାନୀ ଦୋରା ବିଶ୍ଵବିଦ୍ୟାଳୟ ସ୍ତରରେ ନବମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚlରୀ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।