-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ବ୍ରହ୍ମପୁର(ପ୍ରେରଣା ଖବର) - ଆଜି ସ୍ପିଟିଆ ରାଜ୍ୟ ଘରୋଇ ଆଇ.ଟି.ଆଇ ସଂଘର ନିର୍ବାଚନ ପରେ ସପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କୋଭିଡ଼ କଟକଣାକୁ ପାଳନ କରାଯାଇ ବ୍ରହ୍ମପୁର ସ୍ଥିତ ଏକ
ଘରୋଇ ହୋଟେଲ ଠାରେ ଏହି ସପଥ ଗ୍ରହଣ କରାଯାଇ ଥିଲା l ସଭାପତି ଡ. ଅରୁଣ କୁମାର ନାୟକ, ସାଧାରଣ ସମ୍ପାଦକ ଦେବାଶିଷ ଆଚ୍ଚାର୍ଯ୍ୟ, ଉପସଭାପତି ବିଶ୍ବଜିତ ପଣ୍ଡା ଓ ମିଲନ ମହାପାତ୍ର ଶପଥ ଗ୍ରହଣ କରିଥିଲେ l
ନିର୍ବାଚନ ଅଧିକାରୀ ଭାବେ ଜୟନ୍ତ କୁମାର ବିଶ୍ବାଲ ଓ ଶୁଶିଲ କୁମାର ଧଳ ଉପସ୍ଥିତ ଥିଲେ l ବ୍ରହ୍ମପୁର ଜୋନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l