-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ବିରାମହରାଜପୁର ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ଠାରେ ହେବାକୁ ଥିବା ୯ ତମ ଶ୍ୟାମାକାଲୀ ପୂଜା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି ସଭାପତି ଗୌରିଶଙ୍କର ପାଣିଗ୍ରାହୀ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ କୋରଣା କଟକଣା ମାନି ପୂଜା ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା । ଏଥିରେ ପୂଜା କମିଟିର ସଭାପତି ମହାଦେବ ସାହୁ, ସମ୍ପାଦକ ମନୋଜ କର୍ମୀ, ଗୋକୁଳାନନ୍ଦ ସାହୁ, ରାଜକୁମାର ପଧାନ, ଉମାକାନ୍ତ ଭୋଇ, ହେମନ୍ତ ପଧାନ, ବିନାୟକ ମିର୍ଦ୍ଧା, ଗଦାଧର ବାଦୀ , କୁଶ ମହାକୁର ସହ ଅନ୍ଯାନ୍ଯ ସଦସ୍ଯ ଉପସ୍ଥିତ ଥିବା ବେଳେ ସ୍ବେଚ୍ଛାସେବୀ ଆଶିଷ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।