-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ସ୍ଥାନୀୟ ସମଲେଇ ମନ୍ଦିର ଠାରେ ଚଣ୍ଡୀପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଚଣ୍ଡୀପାଠର ପୂଜକ ହେଲେ ଲଷ୍ମୀକାନ୍ତ ମିଶ୍ର, ପ୍ରଶାନ୍ତ ମିଶ୍ର କର୍ତ୍ତାଭାବେ ହୃଷିକେଶ ମେହେର ସସ୍ତ୍ରୀକ ହୋଇଥିବା ବେଳେ ଅନ୍ୟାନ୍ୟ ଭକ୍ତବୃନ୍ଦ ଚଣ୍ଡୀପାଠରେ ଅଂଶଗ୍ରହଣ କାରି ସହଯୋଗ କରିଥିଲେ l