-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ରାଜ୍ୟ

ଜଗତସିଂହପୁର ପ୍ରଧାନ ଡାକ ଘରେ ଜାତୀୟ ଡାକ ସପ୍ତାହ ପାଳନ ଏବଂ ଲୋକଙ୍କୁ ବିଭିନ୍ନ ଡାକ ସେବା ଓ ସଚେତନତା କାର୍ଯ୍ୟକ୍ରମ

14-Oct-2021



ଜଗତସିଂହପୁର(ଅମୃତ ନନ୍ଦ): କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷ୍ୟରୁ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କ ଅଧକ୍ଷ୍ୟତାରେ ଜାତୀୟ ଡାକ ଦିବସ ସହ "ଆଜ଼ାଦି କା ଅମ୍ରିତ ମହୋତ୍ସବ" ପାଳନ ହୋଇଯାଇଛି| ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଚଳିତ ଅକ୍ଟୋବର ମାସର ୯ ତାରିଖ ଦିନକୁ ଜାତୀୟ ଡାକ ସେବା ଦିବସ ଭାବେ ପାଳନ କରା ଯାଉଥିବା ବେଳେ ଏହି ଦିନ ଠାରୁ ଜାତୀୟ ଡାକ ସପ୍ତାହ ମଧ୍ୟ ପାଳନ କରା ଯାଉଛି,ଏହା ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥାଏ ।

ଏ ସମ୍ପର୍କରେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର କହିଛନ୍ତି ମୁଖ୍ୟତଃ ଭାବେ ଜନସାଧାରଣଙ୍କୁ ଡାକସେବା ସହ ସାମିଲ କରିବା ଏବଂ ଡାକ ବିଭାଗ'ର ବିଭିନ୍ନ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ଜନ-ସଚେତନତା ସୃଷ୍ଟି କରିବା ହେଉଛି, ଡାକ ଦିବସ ଓ ଡାକ ସପ୍ତାହ ପାଳନ'ର ମୁଖ୍ୟ ଉଦ୍ଦେଶ୍ୟ ।ବତ୍ତର୍ମାନ ଇ-କମର୍ସ, ଇ-ମେଲ୍‌, ହ୍ୱାଟସପ୍‌, ଟେଲିଗ୍ରାମ ଯୁଗ ସହ ତାଳ ଦେଉଛି ଡାକଘର । ଡାକ ବ୍ୟବସ୍ଥା ଉଭା ହୋଇଛି ନୂଆ ରୂପରେ । ବ୍ୟାଙ୍କିଙ୍ଗର ନୂଆ ଫର୍ଦ୍ଧ ସହ ଇନସ୍ୟୁରାନ୍ସ କ୍ଷେତ୍ରରେ ବି ପ୍ରବେଶ କରିଛି । ଯାହାଫଳରେ ଏହାର ଚାହିଦା କମିବା ପରିବର୍ତ୍ତେ ବହୁ ପରିମାଣରେ ବଢ଼ିଯାଇଛି ।ବର୍ତ୍ତମାନ'ର ଇଣ୍ଟରନେଟ , ହ୍ବାଟଶାପ ଓ ଇ-ମେଲ ଯୁଗରେ ମଧ୍ୟ ନିଜର ବିଶ୍ବାସନୀୟତା ଯୋଗୁଁ ଡାକଘର ତାର ସ୍ବାତନ୍ତ୍ର୍ୟତା ବଜାୟ ରଖିବା ସହ ଆବଶ୍ୟକତା ସମୟ ସହ ତାଳ ଦେଇ ଆଗେଇ ଚାଲିଛି । ଏମିତିକି, ଇଣ୍ଟରନେଟ'କୁ ବ୍ୟବହାର କରି ଡାକସେବକମାନେ ଲୋକଙ୍କ ଦୁଆର ମୁହଁରେ ଡାକ ବିଭାଗ'ର ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ।ସରକାର'ଙ୍କ ବିଭିନ୍ନ ପ୍ରକାର'ର ଜନକଲ୍ୟାଣକାରୀ ଯୋଜନା ଯଥା ନୂତନ ଆଧାର କାର୍ଡ ପଞ୍ଜିକରଣ ଓ ସଂଶୋଧନ,ଡାକ ଜୀବନ ବୀମା,ଓ ସଞ୍ଚୟର ବିଭିନ୍ନ ସ୍କିମ ପ୍ରଭୃତିରେ ମୁଖ୍ୟତଃ ଭାବେ ଗ୍ରାମାଞ୍ଚଳ'ର ହିତାଧ୍ୟାକାରୀ ମାନେ ଡାକଘର ଜରିଆରେ ଅତି ନିକଟରେ ଓ ସହଜରେ ଆର୍ଥିକ ସେବା ସହିତ ଅନେକ ପ୍ରକାର’ର ଡାକସେବା ପାଇ ବିଶେଷ ଉପକୃତ ହୋଇପାରୁଛନ୍ତି ।ଆଜିର ସମୟରେ ଡାକ ବିଭାଗ ପକ୍ଷରୁ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବ୍ୟବସ୍ଥା କରାଯାଇ ତାର ଜରିଆରେ ଲୋକଙ୍କୁ ବିଭିନ୍ନ ପ୍ରକାର'ର ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉଛି । ବର୍ତ୍ତମାନ କୋଭିଡ-୧୯ ମହାମାରୀ ସମୟରେ ଡାକ କର୍ମଚାରୀ ମାନେ ନିଷ୍ଠାର ସହିତ ନିଜର କାମ ତୁଲାଇ ଆସୁଛନ୍ତି।

ଏହି ଜାତୀୟ ଡାକ ସପ୍ତାହ ପାଳନ ଅବସର'ରେ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଏକ ମୋବାଇଲ ଭ୍ୟାନ ଦ୍ୱାରା ଲୋକମାନଙ୍କୁ ଡାକ ବିଭାଗ'ର ବିଭିନ୍ନ ସେବା କାର୍ଯ୍ୟକ୍ରମ ଉପରେ ସଚେତନତା କରିବା ସହ ଲିଫଲେଟ ବଣ୍ଟନ କରାଯାଇଥିଲା । ଗ୍ରାମାଞ୍ଚଳ ଓ ସହରାଞ୍ଚଳ’ରେ ମଧ୍ୟ ଉପଡାକଘର ଓ ଶାଖାଡାକଘର ମାଧ୍ୟମରେ ବିଭିନ୍ନ ପ୍ରକାର' ଡାକସେବା ଯୋଗାଇ ଦିଆଯିବା ସହିତ ଜଗତସିଂହପୁର ପ୍ରଧାନ ଡାକଘରକୁ ସୁସଜ୍ଜିତ କରିବା ସହ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ସାହୁ ଓ ସମସ୍ତ କର୍ମଚାରୀ ବୃନ୍ଦ ଡାକଘର ପରିସର ସଫାସୁତୁରା କରି ନୂତନ ବୃକ୍ଷ ରୋପଣ କରିଥିଲେ ।ପୋଷ୍ଟ ଅଫିସ କୁ ଆସୁଥିବା ସମସ୍ତ  ଜନସାଧାରଣମାନଙ୍କୁ ପୋଷ୍ଟ ଅଫିସର ବିଭିନ୍ନ ସ୍କିମ,ସୁବିଧା ସୁଯୋଗ ବିଷୟରେ ଜଣାଇବା ସହ କୋଭିଡ ନିୟମ ଉପରେ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ  ଅବଗତ କରାଇଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like