-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
02-Nov-2020
ରାଉରକେଲା, (ପ୍ରେରଣା ଖବର) - ରାଉରକେଲା ଇସ୍ପାତ କାରଖାନା ଭିତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ। ର ମେଟେରିଆଲ ବିଭାଗ ନିକଟରେ ମୃତ୍ୟୁ। ମୃତ୍ୟୁର କାରଣ ଅସ୍ପଷ୍ଟ। ମୃତକ କର୍ମଚାରୀ ଭିକାରୀ ଚରଣ ଲେଙ୍କା। Beura enterprises ରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ।