-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
02-Nov-2020
ଆସିକା- ଜାଲ କାଗଜ ପତ୍ର ପ୍ରସ୍ତୁତି କରି ଜମି ବିକ୍ରି ଅଭିଯୋଗ ରେ ଜମି ମାଲିକ ଙ୍କ ସମେତ ଚାରି ଗିରଫ l ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଦସ୍ତଖତ କୁ ଯାଲ କରି ଜମି ବିକ୍ରି କରୁଥିଲେ l କମ୍ପୁଟର, ପ୍ରିଣ୍ଟର, ଜାଲ ସାଟିଫିକେଟକୁ ଜବତ କରିଛି ପୋଲିସ lସୂଚନା ଦେଲେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ l