-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
02-Nov-2020
ଢେଙ୍କାନାଳ- (ଦୀପକ କୁମାର ଷଡଙ୍ଗୀ) ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଠାରେ ଏକ ଦୁଃଖଦାୟକ ଘଟଣା ଘଟିଛି। ନରେନ୍ଦ୍ର ନାୟକ (୨୯) ନାମକ ଜଣେ ଯୁବକ ଙ୍କ ର ଚିକିତ୍ସା ର ତ୍ରୁଟି ଯୋଗୁଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଠାରେ ମୃତ୍ୟୁ ହୋଇଯାଇଛି। ହାତ ଗଣତି ଡାକ୍ତର ଏବଂ ଅନ୍ୟ ସମସ୍ତ ସୁବିଧା ଥାଇ ମଧ୍ୟ ଡାକ୍ତର ଙ୍କ ସାମାନ୍ୟ କାର୍ଯ୍ୟନିର୍ବାହ ତୃଟି ଯୋଗୁଁ ଆଜି ଏକ ଜୀବନ ବଳି ପଡ଼ିଯାଇଛି।
ବର୍ତ୍ତମାନ ର ପ୍ରଶ୍ନ ଏହା ଯେ ଆଉ କେତେ ଦିନ ଯାଏଁ ଏହିପରି ଦାୟିତ୍ଵହୀନତା ପାଇଁ ନୀରିହ ଲୋକଙ୍କର ଜୀବନ ଯାଉଥିବ ।