-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଆଜି ଲୋଇସିଂହା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ସ୍ଥାନୀୟ ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ନିର୍ଦେଶକ୍ରମେ ମଣ୍ଡଳ ସଭାପତି ସରୋଜ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ଦୁର୍ଗାମଣ୍ଡପ ଠାରୁ ତ୍ରିଶୂଳବନ୍ଧ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସଫେଇ କାର୍ଯ୍ୟକ୍ରମ ବିଜେପି
ପକ୍ଷରୁ ହୋଇଯାଇଛି l ଉକ୍ତ ସଫେଇ କାର୍ଯ୍ୟକ୍ରମରେ ବିଜେପିର ପ୍ରଶାନ୍ତ ସାହୁ, ରାଜୁ ସାହୁ, ଭୂତନାଥ ନାଏକ, ଗୌରାଙ୍ଗ ନାଏକ, ସୋମନାଥ ପଧାନ, ଵାହାଦୁର ନନ୍ଦ, ସରୋଜ ଦାଶ, ରବିନ ପୁଟେଲ, ପ୍ରଦୀପ ଦୀପ, ଶଙ୍କର ସାହୁ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇ ଥିଲl l