-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
18-Sep-2021
ସୁବର୍ଣ୍ଣପୁର,=ମନୋରଞ୍ଜନ ତ୍ରିପାଠୀ ):, ସୁବର୍ଣ୍ଣପୁର ଜିଲ୍ଲା ଧଉରାଖମାନ ଗ୍ରାମ ନିକଟରେ ଥିବା ଅଙ୍ଗନଦୀ ଟୋଲ ଗେଟ ରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି l ଏଠାରେ ମହାନଦୀ ଟୋଲ ଗେଟ ର ପୁରୁଣା ରସିଦ ଦେଇ ମନ ମୁଖି ଫିଜ ଆଦାୟ କରୁଥିବା ପୁଣି ବ୍ୟାଟେରୀ ଚାଳିତ ଯାନ ବାହାନ ରୁ ମଧ୍ୟ ବେଆଇନ ଭାବେ ଟୋଲ ଫିଜ ଆଦାୟ ହେଉଥିବା ବିଷୟ ଆଜି ସୁବର୍ଣ୍ଣପୁର ର ଜଣେ ଯୁବ ଆଇନଜିବୀ ମିଡ଼ିଆ ସାମ୍ନା ରେ ଅଭିଯୋଗ କରିଛନ୍ତି l ଯଦି ଅଙ୍ଗନଦୀ ଟୋଲ ଗେଟ ରେ ମହାନଦୀ ଟୋଲ ଗେଟ ର ରସିଦ ଅପବ୍ୟବହାର ହେଉଛି ତାହେଲେ ଏଠି କେତେ ପ୍ରକାର ର ରସିଦ ବ୍ୟବହାର ହେଉଛି ତାହା ତଦନ୍ତ କରିବାକୁ ପବ୍ଲିକ ପ୍ରଶାସନ କୁ ଦାବି କରିଛନ୍ତି l ଠିକ ଭାବେ ଟୋଲ ଫିଜ ଆଦାୟ ଓ ଯାନ ଚାଳକ ଯାତ୍ରୀ ଙ୍କୁ ଏଠାରେ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ଲୋକେ ଦାବି କରିଛନ୍ତି l