-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
18-Sep-2021
/ଢେଙ୍କାନାଳ -(ତାପସ ଦାସ): ଆଜି ରାଜ୍ୟ ସରକାର ଙ୍କ ପ୍ରିନ୍ସପାଲ ସେକ୍ରେଟlରୀ ଶ୍ରୀମତୀ ରଞ୍ଜନା ଚୋପ୍ରା ଙ୍କ ସହ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ପ୍ରକଳ୍ପ ନିର୍ଦେଶ ଙ୍କ ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧlନ ହିନ୍ଦୋଳ ଗସ୍ତରେ ଆସି ରlସୋଳ ର ଏକ ସ୍ୱୟଂ ସହାୟକ ଗୋଷ୍ଠି ସ୍ୱlସ୍ତ୍ୟ କେନ୍ଦ୍ର ବୁଲି ଦେଖିଲେ, ଓଡିଶା ସରକାର ଙ୍କ ତରଫରୁ ହିନ୍ଦୋଳ ର ପାଞ୍ଚଟି ହାଇସ୍କୁଲ ରେ ଚାଲି ଥିବା 5T ସ୍କୁଲ କାର୍ଯ୍ୟର ଅଗ୍ରଗ୍ରତି ବିଷୟ ରେ ଆଲୋଚନା କରିବାସହ ରlସୋଳ ହାଇସ୍କୁଲ ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷl କରିଥିଲେ, ଏବଂ ଶେଷରେ ହିନ୍ଦୋଳ ବ୍ଲକ ପରିଦର୍ଶନ କରିଥିଲେ, ପ୍ରିନ୍ସପାଲ ସେକ୍ରେଟେରୀ ଶ୍ରୀମତି ରଞ୍ଜନା ଚୋପ୍ରା ହିନ୍ଦୋଳ ବ୍ଲକ ପରିସର ପରିଦର୍ଶନ କରି ଅତ୍ୟନ୍ତ ଖୁସି ଜାହିର କରିବା ସହ ସାରା ଓଡ଼ିଶାର ଏହା ଅନ୍ୟତମ ଶ୍ରେଷ୍ଠ ବ୍ଲକ ବୋଲି ପ୍ରକାଶ କରିଥିଲେ, ଏହି ଗସ୍ତ ସମୟରେ ହିନ୍ଦୋଳ ବ୍ଲକ ଅଧକ୍ଷ ଶ୍ରୀ ପ୍ରିୟ ରଞ୍ଜନ ମାହୁନ୍ତ, ହିନ୍ଦୋଳ ଗୋଷ୍ଠି ଉନୟନ ଅଧିକାରୀ କ୍ଷୀରlବ୍ଧି ତନୟା ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ଗ୍ରସ୍ତ କାଯ୍ୟକ୍ରମ କୁ ସଫଳ କରାଇଥିଲେ,