-+91-9937148622 |

prerana_bgr@rediffmail.com |

  Wednesday 18th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   (18-Mar-2026)       ||      *ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   (18-Mar-2026)       ||      ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   (17-Mar-2026)       ||      *ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   (17-Mar-2026)       ||      ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   (17-Mar-2026)       ||      ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   (17-Mar-2026)       ||      ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   (17-Mar-2026)       ||      ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   (17-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା    (16-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan    (16-Mar-2026)       ||      ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ    (16-Mar-2026)       ||      କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   (16-Mar-2026)       ||      ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,    (16-Mar-2026)       ||      ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି    (16-Mar-2026)       ||      ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   (16-Mar-2026)       ||      ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ    (16-Mar-2026)       ||      ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   (16-Mar-2026)       ||      ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   (16-Mar-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (16-Mar-2026)       ||      ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ    (16-Mar-2026)       ||     

HOME   ଜିଲ୍ଲା

ବିବାହିତ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ସ୍ୱାମୀ ଅଟକ

17-Sep-2021



ଗଞ୍ଜାମ (ଉମା ମହାରଣା ):ପାରିବାରିକ କଳହକୁ କେନ୍ଦ୍ରକରି ବିବାହିତା ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ. ମହେନ୍ଦ୍ର ରେଡ଼ିଙ୍କ ପତ୍ନୀ କୋଡିଏ ବର୍ଷୀୟା ରଙ୍ଗବତୀ ରେଡି ଙ୍କ ଝୁଲନ୍ତା ମୃତଦେହ ଆଜି ସକାଳୁ ନିଜ ଘରେ ଦେଖିବାକୁ ମିଳିଛି l ସେ ନିଜ ଚୁନି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିବା ବେଳେ ପୂର୍ବରୁ ମହେନ୍ଦ୍ର ରଙ୍ଗବତୀ ଙ୍କୁ ମାରପିଟ କରୁଥିଲେ ଏବଂ ନିଜ ଗ୍ରାମ ଝଡବାଇ କୁ

ଯିବାଲାଗି କହୁଥିଲେ l ସେହିଭଳି ଗତକାଲି ରାତିରେ ମଧ୍ୟ ମହେନ୍ଦ୍ର ରଙ୍ଗବତୀଙ୍କୁ ମାରପିଟ କରିଥିବା ପରିବାର ଲୋକଙ୍କୁ ରଙ୍ଗବତୀ କହିଥିବା ବେଳେ ଆଜି ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ପାଇଥିବା କାରଣରୁ ତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକ ଙ୍କ ପରିବାର ବର୍ଗ l ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   18-Mar-2026
  ଜିଲ୍ଲା  
*ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   18-Mar-2026
  ଜିଲ୍ଲା  
ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   17-Mar-2026
  ଜିଲ୍ଲା  
*ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   17-Mar-2026
  ଜିଲ୍ଲା  
ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   17-Mar-2026
  ଜିଲ୍ଲା  
ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   17-Mar-2026
  ଜିଲ୍ଲା  
ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   17-Mar-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   17-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା   16-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan   16-Mar-2026
  ଜିଲ୍ଲା  
ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ   16-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   16-Mar-2026

You Might Also Like