-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

01-Nov-2020



୧.ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ : ସିଂହଦ୍ବାର ସମ୍ମୁଖରେ ଲାଗିଛି ବ୍ୟାରିକେଡ, ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ।

 

 ୨.ଐତିହାସିକ ରାମ ଜନ୍ମଭୂମିରେ,ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ନିର୍ମାଣ କାମ ଚାଲିଛି !

 

୩.ଆଜି ଦିନିକିଆ ଗସ୍ତରେ କଳାହାଣ୍ଡି ଆସିଛନ୍ତି ଓଡିଶା ପୋଲିସ ମହାନିର୍ଦେଶକ ଅଭୟ ।

 

୪.କରୋନାର ଦ୍ୱିତୀୟ ପ୍ରହାର: ଫ୍ରାନ୍ସ ପରେ ଏବେ ବ୍ରିଟେନରେ ଲକଡାଉନ୍ । ସଂକ୍ରମଣ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି।

 

୫.ଆସିଲା ପବ୍ଲିକ ଆଫେୟର୍ସ କମିଟି-୨୦୨୦ ରିପୋର୍ଟ : ଉତ୍ତମ ଶାସନରେ କେରଳ ଆଗରେ, ଓଡିଶାର ସ୍ଥାନ ତଳଆଡୁ ୩ ନମ୍ବର; ସମତା, ଅଭିବୃଦ୍ଧି ଓ ଶାସନ ବ୍ୟବସ୍ଥା ଆଧାରରେ ପ୍ରସ୍ତୁତ କରାଯାଇଛି ତାଲିକା ।

 

୬.ଖାଉଟିଙ୍କୁ ମହଙ୍ଗା ମାଡ଼ରୁ ରିହାତି ଦେବା ଲାଗି ଦୀପାବଳି ପୂର୍ବରୁ ଆଉ ୨୫,୦୦୦ ଟନ୍‌ ପିଆଜ ଆସି ପହଞ୍ଚିବ । ସମବାୟ ସଂସ୍ଥା ନାଫେଡ୍‌ ଏହି ପରିମାଣର ପିଆଜ ଆମଦାନି କରିବ । 

 

 ୭.ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ଏକା ସାଙ୍ଗରେ ୪ଟି ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

 

 ୮.ନଭେମ୍ବର ମାସରେ ରାଜ୍ୟରେ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ପର୍ଯ୍ୟାୟକ୍ରମେ ୮ ଦିନ ବନ୍ଦ ରହିବ। ନଭେମ୍ବର ମାସରେ ୫ଟି ରବିବାର ପଡ଼ୁଛି।

 

 ୯.ଅକ୍ଟୋବରରେ ଶୀତ: ୫୮ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ।

 

 ୧୦.ସ୍କୁଲ୍‌ ଖୋଲିବା ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା : ଶିକ୍ଷାବିତ୍‌ଙ୍କ ସ୍ୱାଗତ‌; ଅଭିଭାବକଙ୍କ ବିରୋଧ ।

 

 ୧୧.ନଭେମ୍ବର ୨ରୁ ୧୭ଟି ରୁଟ୍‌ରେ ଚାଲିବ ‘ମୋ ବସ୍‌’ : ପୂର୍ବ ସମୟ ଧାର୍ଯ୍ୟ ଅନୁଯାୟୀ ବସ୍‌ ଚାଲିବ ।

 

 ୧୨.ଖୋଲିଲା ଶିମିଳିପାଳ। କୋଭିଡ କଟକଣା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ ପର୍ଯ୍ୟଟକ ।

 

 ୧୩.ପୁଲୱାମା ହମଲା: ପ୍ରଧାନମନ୍ତ୍ରୀ ମୋଦୀ କହିଲେ; ସହିଦଙ୍କୁ ନେଇ ରାଜନୀତି କରୁଥିଲେ ବିରୋଧୀ, ମୁଖା ଖୋଲିଦେଲେ ପଡ଼ୋଶୀ ।

 

 ୧୪.କରୋନା ବିପଦକୁ ଆଖି ଆଗରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦେଶକୁ ମାସେ ପର୍ଯ୍ୟନ୍ତ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି।

 

 ୧୫.ଆସନ୍ତା କାଲି ନଭେମ୍ବର ୦୨ ତାରିଖରୁ ମୋ ବସ ନୂଆ ୧୭ ଟି ରୁଟ ରେ ଚଳାଚଳ କରିବ ବୋଲି କ୍ରୁଟ ପକ୍ଷରୁ ସୁଚନା ଦିଆ ଯାଇଛି।

 

 ୧୬.ଆରାମ, ସମ୍ମାନ ଓ ପ୍ରଚାରର ଲୋଭ ଛାଡି ଦେଶର ହିତ ପାଇଁ ନିଷ୍ପତ୍ତି ନେବାକୁ ଭବିଷ୍ୟତ ଆଇଏଏସ ଅଫିସରଙ୍କୁ ପରାମର୍ଶ ଦେଲେ ମୋଦୀ ।

 

 ୧୭.ଆମାଜନର ବଦମାସୀ : ହିନ୍ଦୁ ଦେବାଦେବୀଙ୍କୁ କରୁଛି ଅପମାନ, ୟୁକେରେ ବିକ୍ରି ହେଉଥିବା ଟି-ସାର୍ଟରେ ରହିଛି ଆପତ୍ତିଜନକ ଫଟୋ ।

 

 ୧୮.ବାଲେଶ୍ୱର:ନଭେମ୍ବର ୩ରେ ଭୋଟ୍, ରବିବାର ସନ୍ଧ୍ୟାରେ ସରିବ ପ୍ରଚାର: ଭୋଟରଙ୍କ ମନ ଜତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ରାଜନୈତିକ ଦଳ।

 

୧୯.ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଓଡ଼ିଶା ଉପକୂଳରେ ବର୍ଷା ହେବନି, କେବଳ ମେଘୁଆ ପାଗ।

 

୨୦.ଶ୍ରୀମନ୍ଦିର ପରେ ଫୋକସ୍‌ରେ ଏକାମ୍ର କ୍ଷେତ୍ର: ଲିଙ୍ଗରାଜ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍।

 

୨୧.ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମେଧା ତାଲିକା ପ୍ରକାଶ ନ କରିବା ଘଟଣାକୁ ୪ଟି ସଂଗଠନର ବିରୋଧ।

 

୨୨.ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: କ୍ରାଇମବ୍ରାଞ୍ଚ ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ଡିଲର ଶେଖ୍ ହସିମ୍ ବକ୍ସ।

 

୨୩.ବ୍ରହ୍ମପୁର:ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର।

 

୨୪.ଦେବଗଡ:କୋଭିଡ୍ ନିୟମ ଭାଙ୍ଗି ଚାଲିଥିଲା ବିବାହ କାର୍ଯ୍ୟକ୍ରମ, ବର ପିତା ଗଣିଲେ ୧ ଲକ୍ଷ ଟଙ୍କା ଫାଇନ।

 

୨୫.ଉତ୍ତର ପ୍ରଦେଶ:ପୁଣି ହୃଦୟ ଜିତିଲେ ସୋନୁ ସୁଦ୍, ଅପହଞ୍ଚ ଅଞ୍ଚଳରେ ସ୍କୁଲ ଯିବା ପାଇଁ ୩୫ ଝିଅଙ୍କୁ ବାଣ୍ଟିବେ ସାଇକେଲ।

 

୨୬.ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ।

 

୨୭.ପ୍ୟାରିସ୍‌: କରୋନା ପାଇଁ ତାଲାବନ୍ଦ ପୂର୍ବରୁ ଫ୍ରାନ୍ସରେ ୭୦୦କିମି ଟ୍ରାଫିକ୍‌ ଜାମ୍‌।

 

୨୮.ରବିବାର ସ୍ଥଳଭାଗ ଛୁଇଁବ ସୁପର ଟାଇଫୁନ ‘ଗୋନି’ ଫିଲପାଇନ୍ସରେ ବ୍ୟାପକ ସତର୍କତା ।

 

 ୨୯.ଆରମ୍ଭ ହୋଇଛି ଅଲିଭ୍‌ ରିଡଲେ କଇଁଛଙ୍କ ଅଣ୍ଡାଦାନ । ଏଥିପାଇଁ ଅସ୍ତରଙ୍ଗ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଆଜିଠୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା।

 

 ୩୦.ପ୍ଲାଟ୍‌ଫର୍ମ ଟିକେଟ ମୂଲ୍ୟ ବୃଦ୍ଧି ଦ୍ୱାରା ରାଜସ୍ବ ବଢ଼ାଇବା ଲାଗି ରେଲଓ୍ବେ ଯୋଜନା ରଖିଛି। ଦେଶର ବଛା ବଛା ଷ୍ଟେଶନରେ ପ୍ଲାଟ୍‌ଫର୍ମ ଟିକେଟ ମୂଲ୍ୟ ଦୁଇଗୁଣା ବଢ଼ାଇବା ଲାଗି ରେଲଓ୍ବେ ବିଚାର କରୁଛି।

 

 ୩୧.ଶନିବାର ତାମିଲନାଡୁର କୃଷିମନ୍ତ୍ରୀ ଆର ଦୋରାଇକାନ୍ନୁ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା!

 

 ୩୨. ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୀର୍ଘ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏନେଇ ତଥ୍ୟ ଜାରି କରିଛି।

 

 ୩୩.ସମ୍ବଲପୁରରେ ଆଇପିଏଲ ବେଟିଂ ଅଭିଯୋଗ । ୫ ଜଣ ଗିରଫ ହେବା ସାଙ୍ଗକୁ ନଗଦ ୧୫ ହଜାର ୧୫୦ ଟଙ୍କା ଓ ୫ଟି ମୋବାଇଲ ଜବତ କଲା ପୁଲିସ୍!

 

 ୩୪.ଡିସେମ୍ବର ୧ରୁ ବଦଳିବ ରୁଟ୍: ରାଜଧାନୀ ସ୍ପେଶାଲ୍‌ ଟ୍ରେନ୍‌ ଟାଟା, ଆଦ୍ରା, ଝାରସୁଗୁଡ଼ା ଦେଇ କରିବ ଚଳାଚଳ!

 

 ୩୫.ବାପା ଡ଼ାକିଲାନି ବୋଲି କୁନି ଝିଅକୁ ସିଗାରେଟ ଚେଙ୍କ ଦେଲେ କନେଷ୍ଟବଳ*ରାୟପୁର:ଛତିଶଗଡର ବାଲୋଡ ଜିଲ୍ଲାରେ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି |

 

 ୩୬.ଚୋରା ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ। ପାଲଲହଡ଼ା ଟାଉନ୍ ମଲ୍ୟଗିରି ମହାବିଦ୍ୟାଳୟ ପଛପଟେ ଏକ ଖୋଲା ପଡିଆରେ ପାଲଲହଡ଼ା ଟାଉନ୍ ମହାନ୍ତ ସାହିର ଗୁଲୁ ମହାନ୍ତ (୩୩)ଙ୍କ ମୃତ ଦେହ ପଡ଼ିଥିବାର ଦେଖା ଯାଇଥିଲା।

 

 ୩୭.ଘଟଣାଟି ହେଲା, ପରିବା ବିକ୍ରି କରୁଥିବା ବେଙ୍ଗାଲୁରୁର ଜଣେ ଯୁବକ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଟ୍ରାଫିକ୍‌ ପୋଲିସ୍‌ ତାଙ୍କୁ ଧରିଥିଲା। ଏହାପରେ ତାଙ୍କୁ ୪୨,୫୦୦ ଟଙ୍କା ଫାଇନ୍‌ କରିଛି।

 

 ୩୮.କେନ୍ଦ୍ରାପଡ଼ା: ଘର ଆଗରେ ଥିବା ୩ଟି ବାଇକ୍ ଜାଳିଦେଲେ ଦୁର୍ବୃତ୍ତ, ଟାଉନ ଥାନା ରଣପଡ଼ା ଗାଁରେ ବିଳମ୍ବିତ ରାତିରେ ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ; କାରଣ ଅସ୍ପଷ୍ଟ!

 

 ୩୯.ସାଲେପୁର: ଜମି ବିବାଦରୁ ପଡ଼ୋଶୀର କଟୁରୀ ଚୋଟରେ ଜଣେ ମୃତ, କିଶନନଗର ଥାନା ବାଲିସୁକ୍ରି ଗାଁରେ ଘଟିଛି ଏହି ଅଘଟଣ!

 

 ୪୦.କେନ୍ଦ୍ରାପଡ଼ା: ପୋଡ଼ି ଯାଇଥିବା ମହିଳା କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ, ମହିଳାଙ୍କ ସ୍ୱାମୀ ମଧ୍ୟ ପୋଡ଼ି ଯାଇ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସାଧୀନ ।

 

 ୪୧. ଜଣେ ଶିଶୁ ପାଇଁ ବନ୍ଦ ହେବ ଆମ୍ବଗାଁ ସ୍କୁଲ; ତାତିଲେ ଗ୍ରାମବାସୀ, ଶିକ୍ଷକ ଓ ସିଆରସିସିଙ୍କୁ ପକେଇଲେ ତାଲା ।

 

 ୪୨.ମହାମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ-ପଞ୍ଜାବ । ହାଇଭୋଲଟେଜ ମୁକାବିଲାରେ !

 

 ୪୩.ବାରିପଦା: ନିଆଁରେ ପୋଡ଼ି ହୋଇ ପରିବାରର ୩ ଗୁରୁତର, ୩ ଗୁରୁତର ବାରିପଦା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି!

 

 ୪୪.କନ୍ଧମାଳ ଜିଲ୍ଲା ଖମନଖୋଲ ସ୍ଥିତ ସିଆରପିଏଫ୍ କୋବ୍ରା ବାଟାଲିୟନ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ ଅଭୟ, ସୈନିକ ସମ୍ମିଳନୀରେ ଯୋଗ ଦେବା ସହ ଆଇନଶୃଙ୍ଖଳାର ସମୀକ୍ଷା କରିବେ ପୁଲିସ ମହାନିର୍ଦ୍ଦେଶକ ଅଭୟ!

 

 ୪୫.ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୯୯ ହଜାର ୭୨୭କୁ ବୃଦ୍ଧି,କୋରୋନା ପଜିଟିଭ୍ ସଂଖ୍ୟା ୪ କୋଟି ୬୩ ଲକ୍ଷ ୬୭ ହଜାର ୪୭୩*କୋରୋନାରୁ ସୁସ୍ଥ ହେଲେଣି ୩ କୋଟି ୩୪ ଲକ୍ଷ ୭୯ ହଜାର ୨୪୮ ଜଣ ।

 

 ୪୬.ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୭୦ ଜଣଙ୍କ ଜୀବନ, ଦେଶରେ ଦିନକରେ ୪୬ ହଜାର ୯୬୩ କୋରୋନାରେ ଆକ୍ରାନ୍ତ, ମୋଟ ଆକ୍ରାନ୍ତ ସଂଖ୍ୟା ୮୧ ଲକ୍ଷ ୮୪ ହଜାର ୦୮୨କୁ ବୃଦ୍ଧି, ମୋଟ ଆକ୍ଟିଭ କେସ୍- ୫,୭୦,୪୫୮, ସୁସ୍ଥ-୭୪,୯୧,୫୧୩, ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୨ ହଜାର ୧୧୧କୁ ବୃଦ୍ଧି ।

 

 ୪୭.ରାଜ୍ଯରେ ଦିନକରେ ୧୭୦୯ କରୋନା ଆକ୍ରାନ୍ତ ଚିହ୍ନଟ ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ଅନ୍ୟ ୭୨୪ ଲୋକାଲ କଣ୍ଟାକ୍ଟ ।ରାଜ୍ଯରେ ଏଯାବତ୍ ୨,୯୧,୮୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 ୪୮.ରାଜ୍ୟରେ ମହାମାରୀ କୋରୋନା ନେଲା ୧୧ଜଣଙ୍କ ଜୀବନ, ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୩୩୧କୁ ବୃଦ୍ଧି ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like