-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME   ଜିଲ୍ଲା

ଅଭିଯୁକ୍ତ ୩ ସମ୍ବାଦିକଙ୍କ ଗିରଫ ଦାବିରେ ଏଲ.ଡି.ଏ ପକ୍ଷରୁ ଏସଡିପିଓ ଅ‘ିସ ଘେରାଓ

08-Sep-2021



ପାଟଣାଗଡ(ପ୍ରେରଣା ଖବର)  ଖପ୍ରାଖୋଲ ବନ ବିଭାଗ ରେଞ୍ଜର ଶ୍ରୀବଚ୍ଛ କୁମରାଙ୍କୁ ଜାତିଆଣା ଆକ୍ଷେପ ଓ ‘ରେଷ୍ଟରଙ୍କୁ ବ୍ଲାକ୍ ମେଲିଙ୍ଗ କରି ୧ ଲକ୍ଷ୍ୟ ଟଙ୍କା ୩ ସାମ୍ବାଦିକ ମାଗିଥିବା ଘଟଣାକୁ ଏକ ମାସରୁ ଉର୍ଦ୍ଦ ବିତିଯାଇ ଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରି ନଥିବାରୁ ଅଚଂଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସର ନିସ୍କ୍ରୟତା ତଥା ଅଭିଯୁକ୍ତଙ୍କୁ ଗିର‘ ଦାବିରେ ବୁଧବାର ଲାଠୋର ର ଉଦାରବାଦୀ ଗଣତାନ୍ତ୍ରିକ ସଂଘ ପକ୍ଷରୁ ଥାନା ଘେରାଓ କରିଛନ୍ତି । ଉକ୍ତ ସଂଘର ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ୱରେ ଶତାଧିକ ମହିଲା ଓ ପୁରୁଷ ରାମପୁର ସ୍ଥିତ ବସଷ୍ଟାଣ୍ଡ ଏକତ୍ରିତ ହୋଇ ଏକ ସୋଭାଯାତ୍ରାରେ ବାହାରି  ପାଟଣାଗଡ ରାମଜି ଛକ ଦେଇ ଏସଡିପିଓ ଅଫିସ ସମ୍ମୁଖରେ ପହଚିଂ ଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନାରା ବାଜି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଥାନାରେ ମାଜଷ୍ଟେଟ ଦାୟିତ୍ୱରେ ଥିବା ପାଟଣାଗଡ ଅତିରିକ୍ତ ତହସିଲ ଧିରଜ ପାତ୍ରଙ୍କ ଉପସ୍ଥିତିରେ ପାଟଣାଗଡ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କୁ ଏକ ଦାବିପତ୍ର ଦେଇ ଅଭୁଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ସେହି ସମୟରେ ପାଟଣାଗଡ ଥାନା ଅଧିକାରୀ ଅନନ୍ତ ପଧାନ, ବେଲାପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା, ଖପ୍ରାଖୋଲ ଆଇଆଇସି ରାମକାନ୍ତ ସାହୁ, ଲାଠୋର ଏସଆଇ ପ୍ରଣବ ମୁର୍ମୁ ସହ ଏକ ପ୍ଲାଟଉନ ପୁଲିସ େ‘ାର୍ସ ମୁତୟନ ଥିଲେ ।
 

ସୂଚନାଯୋଗ୍ୟଯେ, ଅଗଷ୍ଟ ୨ ତାରିଖରେ ପାଟଣାଗଡରେ କାର୍ଯ୍ୟରତ ତିନିଜଣ ସାମ୍ବାଦିକ ବିଜୟା ନନ୍ଦ ଦାସ ଓର‘ ବିଜୁ , ଅଜିତ କୁମାର ପୁତୋହିତ ଓର‘ କୁନମୁନ ଓ ଦୀପକ ଖମାରୀ ଖପ୍ରାଖୋଲ ବନ ବିଭାଗ ଦ୍ୱାରା ହୋଇଥିବା ମନରେଗା ଯୋଜନାରେ ଏକ ରାସ୍ତା କାମର ରେଞ୍ଜରଙ୍କ ଠାରୁ ୨ ଥର ପ୍ରତିକ୍ରିୟା ନେବା ସହ ବଲାଙ୍ଗିର ଡିଏ‘ଓଙ୍କ ପ୍ରତିକ୍ରିୟା ନେଇ ୨ ଥର ଖବର ପ୍ରସାରଣ କରିଥିଲେ । ଖବର ପ୍ରସାରଣ ପରେ ଡିଏ‘ଓଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇ ଥିଲା । ଏହି ସମୟରେ ପୁଣି ଏହି ତିନି ଜଣ ସାମ୍ବାଦିକ ତୃତୀୟ ଥର ପ୍ରତିକ୍ରିୟା ନେବା ଆଳରେ କିଛି ଅନ୍ୟ ଆଶା ନେଇ ଖପ୍ରାଖୋଲ ବନବିଭାଗ ରେଞ୍ଜର ଶ୍ରୀ କୁମୁରାଙ୍କ ବାସଭବନକୁ ଯାଇ ଥିଲେ । ସେହି ସମୟରେ ଏହି ଘଟଣାକୁ ନେଇ ରେଞ୍ଜର ଓ ସାମ୍ବାଦିକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ତିନି ଜଣ ସାମ୍ବାଦିକ ରେଞ୍ଜରଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ରେଞ୍ଜର ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ସହ ହିରଶଙ୍କର ‘ରେଷ୍ଟର ପ୍ରୟବ୍ରତ ମହାକୁଡଙ୍କୁ ଏହି ତିନି ଜଣ ସାମ୍ବାଦିକ ଖବର ପ୍ରସାରଣ ନକରିବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିବା ନେଇ ‘ରେଷ୍ଟର ମଧ୍ୟ ସେହି ଦିନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏପରିକି ଦିପକ ଖମାରୀ ‘ରେଷ୍ଟରଙ୍କୁ ବାରମ୍ବାର ଫୋନ କରି ଉକ୍ତ ଟଙ୍କା ନଦେଲେ ନାକାରତ୍ମକ ଖବର ପ୍ରସାର କରାଯିବ ବୋଲି ଧମକ ଦେଇ ଆସୁଥିବା ଫରେଷ୍ଟର ଶ୍ରୀଯୁକ୍ତ ମହାକୁର ସୂଚନା ଦେଇଛନ୍ତି । ଏପରିକି ସେହି ଦିନ ଏହି ତିନି ଜଣ ସମ୍ବାଦିକଙ୍କୁ ରେଞ୍ଜର ହତ୍ୟା ଧମକ ଦେଇଥିବା ନେଇ ସାମ୍ବାଦିକ ମାନେ ମଧ୍ୟ ଥାନାରେ ଏତଲା ଦେଇଥିଲେ । ଉପରୁକ୍ତ ଘଟଣା ସମ୍ପର୍କରେ ଏସଡିପିଓ ଶ୍ରୀ ଭୁକ୍ତାଙ୍କୁ ପଚାରିବାରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୧୪ ତାରିଖ ଦିନ ଲବ ସୁନା ଓ ଡିଙ୍ଗର କୁମ୍ଭାର ସହ ସଂଘର କର୍ମକର୍ତାଙ୍କୁ ନେଇ ଏକ ଆଲୋଚନା କରାଯିବ । ଏହା ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏସମ୍ପର୍କରେ ଲବ ସୁନାଙ୍କୁ ପଚାରିବାରୁ, ପୁଲିସ ୧ ମାସରୁ ଉର୍ଦ୍ଦ ହେବ ତଦନ୍ତ ଆଳରେ ଦିନ ଗଡାଇ ଚାଲିଛି । ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଅଭିଯେୁକ୍ତ ମାନଙ୍କ ଜାମିନ ଖାରଜ ହେବା ସ୍ୱତେଃ କାହା ଚାପରେ ଅଭିଯୁକ୍ତ ସାମ୍ବାଦିକଙ୍କୁ ପୁଲିସ ସୁରକ୍ଷା ଦେଇ ଆସୁଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like