-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ଅଭିଯୁକ୍ତ ୩ ସମ୍ବାଦିକଙ୍କ ଗିରଫ ଦାବିରେ ଏଲ.ଡି.ଏ ପକ୍ଷରୁ ଏସଡିପିଓ ଅଫିସ ଘେରାଓ

08-Sep-2021



ପାଟଣାଗଡ(ପ୍ରେରଣା ଖବର)  ଖପ୍ରାଖୋଲ ବନ ବିଭାଗ ରେଞ୍ଜର ଶ୍ରୀବଚ୍ଛ କୁମରାଙ୍କୁ ଜାତିଆଣା ଆକ୍ଷେପ ଓ ଫରେଷ୍ଟରଙ୍କୁ ବ୍ଲାକ୍ ମେଲିଙ୍ଗ କରି ୧ ଲକ୍ଷ ଟଙ୍କା ୩ ସାମ୍ବାଦିକ ମାଗିଥିବା ଘଟଣାକୁ ଏକ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇ ଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରି ନଥିବାରୁ ଅଚଂଳରେ  ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସର ନିସ୍କ୍ରୟତା ତଥା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବୁଧବାର ଲାଠୋର ର ଉଦାରବାଦୀ ଗଣତାନ୍ତ୍ରିକ ସଂଘ ପକ୍ଷରୁ ଥାନା ଘେରାଓ କରିଛନ୍ତି । ଉକ୍ତ ସଂଘର ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ୱରେ ଶତାଧିକ ମହିଲା ଓ ପୁରୁଷ ରାମପୁର ସ୍ଥିତ ବସଷ୍ଟାଣ୍ଡ ଏକତ୍ରିତ ହୋଇ ଏକ ସୋଭାଯାତ୍ରାରେ ବାହାରି  ପାଟଣାଗଡ ରାମଜି ଛକ ଦେଇ ଏସଡିପିଓ ଅଫିସ ସମ୍ମୁଖରେ ପହଚିଂ ଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନାରା ବାଜି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଥାନାରେ ମାଜଷ୍ଟେଟ ଦାୟିତ୍ୱରେ ଥିବା ପାଟଣାଗଡ ଅତିରିକ୍ତ ତହସିଲ ଧିରଜ ପାତ୍ରଙ୍କ ଉପସ୍ଥିତିରେ ପାଟଣାଗଡ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କୁ ଏକ ଦାବିପତ୍ର ଦେଇ ଅଭୁଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ସେହି ସମୟରେ ପାଟଣାଗଡ ଥାନା ଅଧିକାରୀ ଅନନ୍ତ ପଧାନ, ବେଲାପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା, ଖପ୍ରାଖୋଲ ଆଇଆଇସି ରାମକାନ୍ତ ସାହୁ, ଲାଠୋର ଏସଆଇ ପ୍ରଣବ ମୁର୍ମୁ ସହ ଏକ ପ୍ଲାଟଉନ ଫୋର୍ସ ମୁତୟନ ଥିଲେ ।
 

ସୂଚନାଯୋଗ୍ୟଯେ, ଅଗଷ୍ଟ ୨ ତାରିଖରେ ପାଟଣାଗଡରେ କାର୍ଯ୍ୟରତ ତିନିଜଣ ସାମ୍ବାଦିକ ବିଜୟା ନନ୍ଦ ଦାସ ଓର‘ ବିଜୁ , ଅଜିତ କୁମାର ପୁତୋହିତ ଓର‘ କୁନମୁନ ଓ ଦୀପକ ଖମାରୀ ଖପ୍ରାଖୋଲ ବନ ବିଭାଗ ଦ୍ୱାରା ହୋଇଥିବା ମନରେଗା ଯୋଜନାରେ ଏକ ରାସ୍ତା କାମର ରେଞ୍ଜରଙ୍କ ଠାରୁ ୨ ଥର ପ୍ରତିକ୍ରିୟା ନେବା ସହ ବଲାଙ୍ଗିର ଡିଏ‘ଓଙ୍କ ପ୍ରତିକ୍ରିୟା ନେଇ ୨ ଥର ଖବର ପ୍ରସାରଣ କରିଥିଲେ । ଖବର ପ୍ରସାରଣ ପରେ ଡିଏ‘ଓଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇ ଥିଲା । ଏହି ସମୟରେ ପୁଣି ଏହି ତିନି ଜଣ ସାମ୍ବାଦିକ ତୃତୀୟ ଥର ପ୍ରତିକ୍ରିୟା ନେବା ଆଳରେ କିଛି ଅନ୍ୟ ଆଶା ନେଇ ଖପ୍ରାଖୋଲ ବନବିଭାଗ ରେଞ୍ଜର ଶ୍ରୀ କୁମୁରାଙ୍କ ବାସଭବନକୁ ଯାଇ ଥିଲେ । ସେହି ସମୟରେ ଏହି ଘଟଣାକୁ ନେଇ ରେଞ୍ଜର ଓ ସାମ୍ବାଦିକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ତିନି ଜଣ ସାମ୍ବାଦିକ ରେଞ୍ଜରଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ରେଞ୍ଜର ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ସହ ହିରଶଙ୍କର ଫରେଷ୍ଟର ପ୍ରୟବ୍ରତ ମହାକୁଡଙ୍କୁ ଏହି ତିନି ଜଣ ସାମ୍ବାଦିକ ଖବର ପ୍ରସାରଣ ନକରିବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିବା ନେଇ ଫରେଷ୍ଟର ମଧ୍ୟ ସେହି ଦିନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏପରିକି ଦିପକ ଖମାରୀ ଫରେଷ୍ଟରଙ୍କୁ ବାରମ୍ବାର ଫୋନ କରି ଉକ୍ତ ଟଙ୍କା ନଦେଲେ ନାକାରତ୍ମକ ଖବର ପ୍ରସାର କରାଯିବ ବୋଲି ଧମକ ଦେଇ ଆସୁଥିବା ଫରେଷ୍ଟର ଶ୍ରୀଯୁକ୍ତ ମହାକୁର ସୂଚନା ଦେଇଛନ୍ତି । ଏପରିକି ସେହି ଦିନ ଏହି ତିନି ଜଣ ସମ୍ବାଦିକଙ୍କୁ ରେଞ୍ଜର ହତ୍ୟା ଧମକ ଦେଇଥିବା ନେଇ ସାମ୍ବାଦିକ ମାନେ ମଧ୍ୟ ଥାନାରେ ଏତଲା ଦେଇଥିଲେ । ଉପରୁକ୍ତ ଘଟଣା ସମ୍ପର୍କରେ ଏସଡିପିଓ ଶ୍ରୀ ଭୁକ୍ତାଙ୍କୁ ପଚାରିବାରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୧୪ ତାରିଖ ଦିନ ଲବ ସୁନା ଓ ଡିଙ୍ଗର କୁମ୍ଭାର ସହ ସଂଘର କର୍ମକର୍ତାଙ୍କୁ ନେଇ ଏକ ଆଲୋଚନା କରାଯିବ । ଏହା ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏସମ୍ପର୍କରେ ଲବ ସୁନାଙ୍କୁ ପଚାରିବାରୁ, ପୁଲିସ ୧ ମାସରୁ ଅଧିକ ହେବ ତଦନ୍ତ ଆଳରେ ଦିନ ଗଡାଇ ଚାଲିଛି । ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଅଭିଯେୁକ୍ତ ମାନଙ୍କ ଜାମିନ ଖାରଜ ହେବା ସ୍ୱତେଃ କାହା ଚାପରେ ଅଭିଯୁକ୍ତ ସାମ୍ବାଦିକଙ୍କୁ ପୁଲିସ ସୁରକ୍ଷା ଦେଇ ଆସୁଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk