-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ପଶ୍ଚିମାଞ୍ଚଳ ର ମହାନ ଗଣପର୍ବ ନୂଆଁଖାଇ ସମୟରେ +୩ ର ନାମଲେଖା ପ୍ରକ୍ରିୟାକୁ ବିରୋଧ କଲା ପଶ୍ଚିମାଞ୍ଚଳ ଏକତା ମଂଚ

04-Sep-2021



ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ) : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସମଗ୍ର ବିଶ୍ୱ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବା ପଶ୍ଚିମାଞ୍ଚଳବାସୀ ନବାନ୍ନ ପ୍ରସାଦ ଗ୍ରହଣ କରିବେ । ପଶ୍ଚିମାଞ୍ଚଳ ର ଚାଷ ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ପାଳନ କରିବା ପାଇଁ ଲୋକେ ଯେତିକି ଉତ୍ସାହିତ ପୂର୍ବପ୍ରସ୍ତୁତି ରେ ସେତିକି ବ୍ୟସ୍ତ ମଧ୍ୟ । 
        ଏହି ପର୍ବ ଟି ର ଯେତିକି ପୌରାଣିକ ମହତ୍ତ୍ୱ ରହିଛି ସେତିକି ସାମାଜିକ ଗୁରୁତ୍ୱ ମଧ୍ୟ ରହିଛି । ବର୍ଷର କେତୋଟି ପ୍ରମୁଖ ପର୍ବ ଯେଉଁଥିରେ ପରିବାର ର ଏକତ୍ରିତ ହୋଇ ପୂଜା ଅର୍ଚ୍ଚନା କରିବା ସହିତ ଉତ୍ସବ ପାଳନ କରନ୍ତି ସେଥି ମଧ୍ୟରୁ ନୂଆଁଖାଇ ଅନ୍ୟତମ । ପଶ୍ଚିମାଞ୍ଚଳ ର ବହୁତ ଲୋକ ଦେଶ ଓ ରାଜ୍ୟ ର ବିଭିନ୍ନ ସ୍ଥାନରେ ରୋଜଗାର ପାଇଁ କିମ୍ବା ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ବସବାସ କରୁଛନ୍ତି । ନୂଆଁଖାଇ କୁ ପାଳନ କରିବା ପାଇଁ ଦେଶ ବିଦେଶରେ ରାହୁଥୁବା ପଶ୍ଚିମାଞ୍ଚଳବାସୀ ନିଜ ନିଜ ଘରକୁ ଆସିଥାନ୍ତି ଓ ଘରେ ପରିବାର ର ଏକତ୍ରିକାରଣ ହୋଇଥାଏ ଓ ଆନନ୍ଦ ଉତ୍ସହ ର ସହିତ ଏହି ଉତ୍ସବ ଟିକୁ ପାଳନ କରିଥାନ୍ତି ।
         କିନ୍ତୁ, ପ୍ରତ୍ୟେକ ବର୍ଷ ଠିକ ଏହି ସମୟରେ ରାଜ୍ୟ ସରକାର ଙ୍କର କୌଣସି ନା କୌଣସି ବିଭାଗ କିଛି ନା କିଛି କାର୍ଯ୍ୟକ୍ରମ ରଖୁଛନ୍ତି ଯାହା କି ଅଞ୍ଚଳବାସୀ ଙ୍କୁ ଅଡ଼ୁଆ ରେ ପକାଉଛି । କେଉଁ ବର୍ଷ ନୂଆଁଖାଇ ସମୟରେ ନିଯୁକ୍ତି ପାଇଁ ପରୀକ୍ଷା ତ ଆଉ କେଉଁ ବର୍ଷ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ର ପରୀକ୍ଷା । ଚଳିତ ବର୍ଷ ରାଜ୍ୟ ରେ +୩ ନାମ ଲେଖା ପାଇଁ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ ଅଗଷ୍ଟ ୨୦ ତାରିଖ ରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ନାମଲେଖା ପାଇଁ ଇଚ୍ଛୁକ ଛାତ୍ର ଛାତ୍ରୀ ମାନେ ଆବେଦନ ପତ୍ର ଦାଖଲ କରିବେ । ନାମ ଲେଖା ପାଇଁ ପ୍ରଥମ ଚୟନ ତାଲିକା ୯ ତାରିଖ ର ପ୍ରକାଶ ପାଇଲା ପରେ ଛାତ୍ର ଛାତ୍ରୀ ସେପ୍ଟେମ୍ବର ୯ ରୁ ୧୪ ତାରିଖ ମଧ୍ୟରେ ନାମ ଲେଖା ପାଇଁ ଶୁଳ୍କ ଜମା କରାଯିବ ଓ ୧୧ ରୁ ୧୫ ମଧ୍ୟରେ ଛାତ୍ର ଛାତ୍ରୀ ଚୟନ ହୋଇଥିବା ମହାବିଦ୍ୟାଳୟ ରେ ରିପୋର୍ଟିଂ କରିବା ପାଇଁ ଉଲ୍ଲେଖ ରହିଛି ।
ସମ୍ବଲପୁର ଭାରପ୍ରାପ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରୀପାଠୀ ଙ୍କୁ ଭେଟି  ମାନ୍ୟବର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକଂକୁ ଏହି ସଂକ୍ରାନ୍ତରେ ଦାବୀ ପତ୍ର ପ୍ରଦାନ କରାଯାଇଛି। 
 ଆସନ୍ତା ସେପ୍ଟେମ୍ବର ୧୦ ତାରିଖ (ଶୁକ୍ରବାର) ରେ ଶ୍ରୀଗଣେଶ ପୂଜା, ୧୧ ତାରିଖ (ଶବିବାର) ନୂଆଁଖାଇ, ୧୨ ତାରିଖ ରବିବାର ପାଇଁ ଛୁଟି । ତତ୍ ସଙ୍ଗେ ସଙ୍ଗେ ନୂଆଁଖାଇ ପାଇଁ ଦୁଇ ଦିନ ପୂର୍ବରୁ ଲୋକେ ନିଜ ନିଜ ଘରକୁ ଆସିଥାନ୍ତି ଓ ନୂଆଁଖାଇ ର ପରବର୍ତ୍ତୀ ଦୁଇଦିନ ନିଜ ନିଜ କାର୍ଯ୍ୟ କ୍ଷେତ୍ରକୁ ଫେରି ଥାଆନ୍ତି । ଏହି ସମୟରେ +୩ ର ନାମଲେଖା ର କୌଣସି ପ୍ରକ୍ରିୟା ଛାତ୍ର ଛାତ୍ରୀ ଙ୍କୁ ଅସୁବିଧା ରେ ପକେଇ ପରେ ।
     ଏଣୁ +୩ ନାମ ଲେଖା ର ପ୍ରଥମ ଚୟନ ତାଲିକା ର ନାମ ଲେଖା ପ୍ରକ୍ରିୟା କୁ ନୂଆଁଖାଇ ପରେ ଆରମ୍ଭ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ  ଦାବୀ କରିଛି । ବିଷୟର ଗୁରୁତ୍ୱ ଓ ମହତ୍ତ୍ୱ କୁ ହୃଦୟଙ୍ଗମ କରି ଓ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆପଣ ଯଥା ଶୀଘ୍ର ଏହି ବିଜ୍ଞପ୍ତି କୁ ସଂଶୋଧିତ କରି ନୂତନ ବିଜ୍ଞପ୍ତି ଜାରି କରିବାକୁ ମଂଚ ପକ୍ଷରୁ  ଅନୁରୋଧ କରାଯାଇଛି ।
ପଶ୍ଚିମାଞ୍ଚଳ ଏକତା ମଂଚ ର ସମ୍ବଲପୁର ଶାଖା ସଂଯୋଜକ ରାହୁଲ ଗୁପ୍ତାଙ୍କ ନେତ୍ରୁତ୍ଵରେ ଯୁବ ସଂଯୋଜକ ଦେବାଶିଷ ବେହେରା,ଭକ୍ତ ପ୍ରସାଦ ପଣ୍ଡା, କାର୍ତିକ ପ୍ରସାଦ ବହିଦାର, କାନ୍ତି ମେହେର, ରାଜେଶ ସ୍ବାଇଁ,ପଂକଜିନୀ ମେହେର,ସ୍ବୟଂ ପ୍ରକାଶ ପଣ୍ଡା,ବବଲୁ ବାଗ, ଅଭିଷେକ ମହାରଣା, ମନଜିତ ଭୋଲ,ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସୀ, ସଂଚାଲକ ଭବାନୀଶ ଭୋଇ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk