-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
25-Aug-2021
ଫୁଲବାଣୀ(ପ୍ରେରଣା ଖବର) : ଚକାପାଦର ବିରୂପାକ୍ଷ ମନ୍ଦିରରୁ ଚୋରି ହୋଇଥିବା ସୂଚନା ମିଳିଛି lଗତକାଲି ବିଳମ୍ବିତ ରାତିରେ ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ହୁଣ୍ଡି ବକ୍ସରୁ ପଇସା ଚୋରି କରିଛନ୍ତି ଦୃବର୍ତ୍ତ l ମନ୍ଦିର କମିଟି ତରଫରୁ ଚକାପାଦ ଥାନାରେ ଏତଲା ଦିଆଯାଉଥିବା ବେଳେ ପୋଲିସ ର ତଦନ୍ତ ଜାରି ରହିଛି l