-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
19-Aug-2021
(ପ୍ରେରଣା ଖବର ବ୍ୟୁରୋ) : ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ କରିବ ସି ବି ଆଇ l କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ
କେବଳ ହତ୍ୟା ଓ ଦୁଷ୍କର୍ମ ଅଭିଯୋଗର ତଦନ୍ତ କରିବ ସି ବି ଆଇ l ଅନ୍ୟ ସବୁ ମାମଲାରେ SIT ତଦନ୍ତ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି l୬ ସପ୍ତାହ ଭିତରେ ସମସ୍ତ ତଦନ୍ତ ସାରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି l