-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
19-Aug-2021
କଣ୍ଟାବାଞ୍ଜି ( ଆନନ୍ଦ କୁମାର ମୋଟେ ) ମହିଲା ବିଜୁ ଜନତା ଦଳ ବଲାଙ୍ଗିର ଜିଲ୍ଲାର କର୍ମକର୍ତା ଚୟନ ହୋଇଯାଇଛି । କଣ୍ଟାବାଞ୍ଜି ଅଂଚଳର ଆଗଧାଡିର ନାରୀ ନେତ୍ରି ପିଙ୍କି ଖେର୍ସଲଙ୍କୁ ବଲାଙ୍ଗିର ଜିଲ୍ଲା ସାଧାରଣ ସଂପାଦିକା ଦାୟିତ୍ୱ ଦିଆଯାଇଛି । ପିଙ୍କି ଖର୍ସେଲ ସାଧରଣ ସଂପାଦିକା ଘୋଷଣା ପରେ ମହିଳା ବିଜୁ ଜନତା ଦଳରେ ଖୁସିର ମାହୋଲ ଦେଖିବାକୁ ମିଲିଛି । ପୁର୍ବରୁ ଯେମିତି ସେ ମହିଳା ମାନଙ୍କୁ ଏକଜୁଟ କରି ଗ୍ରାଉଣ୍ଡ ଜିରୋରେ କାମ କରୁଥିଲେ ବର୍ତମାନ ମଧ୍ୟ ସେମିତି କାମ କରି ବିଜୁ ମହିଲା ଦଳକୁ ଆହୁରି ମଜବୁତ କରିବେ ବୋଲି କହିଛନ୍ତି । ସେହିପରି କଣ୍ଟାବାଞ୍ଜି ସଭାନେତ୍ରି ଭାବେ ସାଲିନି ଜୈନ, କାର୍ଯ୍ୟକାରି ସଭାପତି ଭାବେ ସସ୍ମିତା ଦଣ୍ଡସେନା, ତୁରେକେଲା ସଭାନେତ୍ରି ସରଶ୍ୱତି ମେହେର, କାର୍ଯ୍ୟକାରି ସଭାପତି ସୁନିତା ମେହେରଙ୍କୁ ଚୟନ କରାଯାଇଛି । ।