-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Aug-2021
ବଲାଙ୍ଗିର (ପ୍ରେରଣା ଖବର) : ଗତକାଲି ବଲାଙ୍ଗୀରର କିଛି ଯୁବ ଗୋଷ୍ଠୀଙ୍କ ଦ୍ଵାରା ସ୍ଵାଧୀନତା ଦିବସ କୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି l ବଲାଙ୍ଗୀର ର ଗାନ୍ଧି ଟେଡିୟମ ଠାରେ ନିୟମିତ ବେୟାମ କରୁଥିବା କିଛି ଯୁବକ ସାଇ ସୁମନ କୁମାର ଙ୍କ ନେତୃତ୍ୱ ରେ ବଲାଙ୍ଗିର ସହର ସନ୍ନିକଟ ହାତୀ ପାହାଡ ଉପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏଥିରେ ସାଇ ସୁମନ କୁମାର ପତାକା ଉତ୍ତୋଳନ କରିଥିଲେ ଓ ଏମ୍ ମାନସ୍ ଭିରାଟ ଦେବ ସୁରଜ ଅଭିଶେଖ ରଂଜନ୍ ଓ ଆଶିଷ ତଥା ଅନ୍ୟ ମାନେ ଯୋଗଦାନ କରିଥିଲେ l