-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

କୋଭିଡ ଯୋଗୁଁ ପଡି ରହିଥିବା ଶିକ୍ଷା ବ୍ୟବସ୍ଥା ପୁନଃର ଉଦ୍ଧାର କାର୍ଯ୍ୟକ୍ରମ ସମାରୋହ

16-Aug-2021



କଳାହାଣ୍ଡି,ନର୍ଲା(ସଂଜୀବ ଦାସ ସହ ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଘୋଡବନ୍ଧଗ୍ରାମ ପଞ୍ଚାୟତ ର ଘୋଡ଼ାବନ୍ଧ ଗ୍ରାମ ରେ "ମୋ ଚାଟଶାଳୀ "କାର୍ଯ୍ୟକ୍ରମ ସମାରୋହ  ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ ଅତିଥିଭାବେ ଦିଲ୍ଲୀ ର ଆତ୍ମା ଶକ୍ତି ଟ୍ରଷ୍ଟ ର Assistant Director programe officer ଶ୍ରୀମତୀ  ଜୟା ଭାରତୀ, ନାଗରିକ ବିକାଶ ସଂଗଠନ ଜିଲ୍ଲା ସ୍ତରୀୟ ଟିମ ଲିଡର ଶ୍ରୀ ଅଭିଷେକ କୁମାର ଦାସ, ଜିଲ୍ଲା ମେନେଜର ଶ୍ରୀମତୀ କଲ୍ୟାଣୀ ଦାସ,ବ୍ଲକ ସମ୍ପାଦିକା ଶ୍ରୀମତୀ ମମତା ମାଝୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରି ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା |

ଏହି କାର୍ଯ୍ୟକ୍ରମ ହେଲା ମିଶନ ୧ ଲାଖ ଅଭିଯାନ ର ଅଂଶ ବିଶେଷ ଏହି ଅଭିଯାନ ର ଉଦେଶ୍ୟ ହେଲା ଓଡିଶା ର 17ଗୋଟି ଜିଲ୍ଲା ରେ 7500 "ମୋ ଚାଟଶାଳୀ "ଖୋଲି ଏକ ଲକ୍ଷ୍ୟ ପିଲାମାନଙ୍କୁ ଶିକ୍ଷା ଦାନର ବ୍ୟବସ୍ଥା କରିବା ଯାହା ଫଳରେ 2021ମାର୍ଚ୍ଚ ଠାରୁ କୋଭିଡ ର ସଂକ୍ରମଣ ବଢ଼ିବାରୁ ପ୍ରଥମରୁ ପଞ୍ଚମ ପ୍ରଯ୍ୟନ୍ତ ପିଲାମାନଙ୍କ ଶିକ୍ଷା ଉପରେ ବିଶେଷ ବାଧା ପ୍ରାପ୍ତ ହେବା କାରଣରୁ ଏହି କାର୍ଯ୍ୟକ୍ରମ ଜରିଆରେ ଗରିବ, ନିରୀହ, ଅନଗ୍ରସର ପଛୁଆ ବର୍ଗ ପିଲାମାନଙ୍କ ପାଇଁ ଏହି "ମୋ ଚାଟଶାଳୀ "ମାଧ୍ୟମରେ ତାଙ୍କର ପାଠ ପଡା ଜାରି ରଖି ପାରିବେ |ପ୍ରତି ଗ୍ରାମ ରେ ଗ୍ରାମବାସୀ ସହଯୋଗ ର ହାତ ବଢ଼ାଇଲେ ଆମ ଏହି ମୋ ଚାଟଶାଳୀ ଶିକ୍ଷା ର ପ୍ରସାର ସହିତ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବେଶ ଶିକ୍ଷା ର ଉନ୍ନତି ସାଧନା ହୋଇପାରିବ ଓ ନର୍ଲା ବ୍ଲକ ର ୨୬ଟି ଗ୍ରାମ ପଞ୍ଚାୟତ ରୁ ୧୪ଗୋଟି ଗ୍ରାମ ପଞ୍ଚାୟତ ରେ ୪୫ ଟି ଗ୍ରାମ ରେ ୮୮ଟି "ମୋ ଚାଟଶାଳୀ "ମାଧ୍ୟମରେ ଶିକ୍ଷା ଦିଆଯାଇଥିବା ବେଳେ 98ଜଣ ସେଚ୍ଛା ସେବୀ ଙ୍କୁ ନେଇ 1123ଜଣ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ମତ ପ୍ରକାଶ କରିଥିଲେ |

ଶ୍ରୀମତୀ ଜୟା ଭାରତୀ" ମୋ ଚାଟଶାଳୀ" କେନ୍ଦ୍ର ପରିଦର୍ଶନ କରି  ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା କିପରି ଚାଲିଛି ତାହା ବୁଝିଥିଲେ |ଏଥିରେଓଡିଶା ରେ ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ,ନାଗରିକ ବିକାଶ ସଂଗଠନ ନର୍ଲା ବ୍ଲକ ସଂଯୋଜକ ଶ୍ରୀ ବାବୁଲାଲ ତାଣ୍ଡି ଏବଂ ପଞ୍ଚାୟତ ସ୍ତରୀୟ କର୍ମ କର୍ତ୍ତା ଶ୍ରୀ ସନ୍ତୋଷ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଞ୍ଚାୟତ ସ୍ତରୀୟ ମୁଖ୍ୟ ଜନ ସାଥୀ ଶ୍ରୀ ପଣ୍ଡିତ ସୁନାନୀ, ପିତାମ୍ବର ଗଉଡ଼, ବୁଲୁ ତାଣ୍ଡି ,ଜ୍ୟୋତି ସେନାପତି, ରୁକୁଣି ହାତୀ, ନୌକେଶୀ ସାହୁ, ସିମାଦ୍ରୀ ବାରିକ, ଓ କେସିଙ୍ଗା ବ୍ଲକ ର ଜନସାଥୀ ଶ୍ରୀ ଅନିଲ କୁମାର ନାଗଓ ସିମନ୍ତିନି ବାରିକ , ବାଗପୁର ପଞ୍ଚାୟତ ନାଗରିକ ବିକାଶ ସଂଗଠନ ସଭାପତି ଶ୍ରୀମତୀ ଅର୍ଚନା ହରିଜନ,ଘୋଡ଼ାବନ୍ଧ ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ଓ ସମ୍ପାଦିକା, ଘୋଡ଼ାବନ୍ଧ ସରପଞ୍ଚ ଶ୍ରୀମତୀ ସ୍ୱର୍ଣ୍ଣ କାନ୍ତି ସାହୁ, stack holder ଶ୍ରୀ ଜୟ ଚନ୍ଦ୍ର ମାଝୀ, ୱାର୍ଡ ମେମ୍ବରଓ ସେଚ୍ଛା ସେବୀ ଶିକ୍ଷକ ଶ୍ରୀ ଦୈତାରି ମାଝୀ,ଅଷ୍ପିନ ମାଝୀ,ଶିକ୍ଷୟତ୍ରୀ ତଥା ଗ୍ରାମର ଭଦ୍ର ବ୍ୟକ୍ତି ଗଣ ଉପସ୍ଥିତ ରହି ସହ ଯୋଗର ହାତ ବଢ଼ାଇ ସମସ୍ତ କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ଟି ସାଙ୍ଗ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like