-+91-9937148622 |
prerana_bgr@rediffmail.com |
Monday 2nd November 2026 |
R.N.I. Regd No. ODIODI/2010/46693
Breaking News
15-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗୀର ଜିଲ୍ଲା ରିଜର୍ଭ ପଡିଆ ପରିସରରେ ଜିଲ୍ଲା ସ୍ତରୀୟ ୭୫ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି ସମାରୋହର ରେ ମୁଖ୍ୟଅତିଥି ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସୁଶାନ୍ତ ସିଂହ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କୋଭିଟ କଟକଣାକୁ ଦୃଷ୍ଟିରେ ରଖି ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସ୍ୱାଧୀନତା ଦିବସ ପାଳନର ବିଶେଷତ୍ୱ ବର୍ଣ୍ଣନା କରିଥିଲେ। ଶେଷରେ କୋଭିଟ ଯୋଦ୍ଧା ମେଡିକାଲ ଷ୍ଟାପ୍ ଓ ସଫେଇ କର୍ମଚାରୀଙ୍କୁ ଭେଟି ଉତ୍ସାହିତ କରିଥିଲେ।