-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ୭୫ତମ ସ୍ବାଧୀନତା ଦିବସ ଅବସରରେ ୟୁଥ୍ ଫର୍ ଏକ୍ସନ୍ ସାମାଜିକ ସଙ୍ଗଠନର ତରଫ ରୁ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଝାଙ୍କରପାଲି ଗ୍ରାମ ଠାରେ ଅନୁଷ୍ଠିତ ହେଇଥିଲା। ତେବେ ଗ୍ରାମବାସୀଙ୍କୁ ଗଛ ନ' କାଟିବା ତଥା ବୃକ୍ଷର ମହତ୍ବ ବିଷୟରେ ସଚେତନ କରାଯାଇଥିଲା। ୟୁଥ୍ ଫର୍ ଏକ୍ସନ୍ ସାମାଜିକ ସଙ୍ଗଠନର ଜିଲ୍ଲା ସଭାପତି ସନ୍ତୋଷ ପଟ୍ଟନାୟକ
ଜିଲ୍ଲା ଉପସଭାପତି ପାର୍ଥ କର୍ଣ, ଟୁଲୁ ସାହୁ, ପ୍ରଦୀପ ଶତପଥୀ, ଅଜୟ ନାଗ, ଦେବରାଜ ନାଗ, ରବୀନ୍ଦ୍ର ପ୍ରଧାନ, ଅଂଶୁମାନ ସାଇ, କୁବେର ବସ୍ତିଆ, ଲିକନ ସେଟ, ପ୍ରଶାନ୍ତ ମିଶ୍ର ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।