-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ରାଜ୍ୟ

ଜ଼ିଲ୍ଲାପାଳ ଙ୍କ ଗୋ ଶ୍ରଦ୍ଧା ବୈଠକ ରେ ଗୋ ସେବକ ମାନଙ୍କୁ ଉପେକ୍ଷା

12-Aug-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ): ଗତ କାଲି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱେଣେ  ଙ୍କ ଅଧ୍ୟକ୍ଷତା ରେ ଏକ ଗୋ ଶ୍ରଦ୍ଧା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ l  କିନ୍ତୁ ବିଡମ୍ବନା ର ବିଷୟ ଏହିକି ଯେ ଉକ୍ତ ବୈଠକ

କୁ ଗୋ ସୁରକ୍ଷା ଓ ଗୋ ସମୃଦ୍ଧି କରଣ ପାଇଁ କାର୍ଯ୍ୟ କରୁଥିବା ସହର ବିଭିନ୍ନ ଅଗ୍ରଣୀ ସଂଗଠନ କୁ ଡ଼କା ନ ଯିବା,  ଅଣଦେଖା କରିବା ଦୁର୍ଭାଗ୍ୟଜନକ, ନିନ୍ଦନୀୟ, ଓ କାର୍ଯ୍ୟକ୍ରମ ର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ପ୍ରକାଶ ଥାଉ କି ଯେ ନୂତନ ଜ଼ିଲ୍ଲାପାଳ ଶ୍ରୀମତୀ ନରୱେଣେ ଜ଼ିଲ୍ଲା ରେ ଯୋଗଦାନ ପରେ ପରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ତରଫରୁ ସହର ରେ ବୁଲା ଗାଈଗୋରୁ ଙ୍କ ସଂରକ୍ଷଣ ସହ ଦୁର୍ଘଟଣା ଏଡାଇବାକୁ ଦୃଷ୍ଟି ଆକର୍ଷଣ ପରେ ଜ଼ିଲ୍ଲାପାଳ ତ୍ୱରିତ ପଦକ୍ଷେପ ସ୍ୱରୂପ ପୌର ପରିଷଦ କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧେଶ ଦେବା ପରେ ପୌର ପରିଷଦ ର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇ କାଞ୍ଜିହାଉସ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି l ତାକୁ ସଫଳ କ୍ରିୟାନୟନ ପାଇଁ ଜ଼ିଲ୍ଲାପାଳ ସହର ର ସମସ୍ତ ସଂଗଠନ କୁ ସାମିଲ କରିବା ପାଇଁ ପୌର ପରିଷଦ କୁ ପରାମର୍ଶ ଦେଇଥିଲେ l କିନ୍ତୁ ପ୍ରକୃତ ରେ ଗୋ-ସୁରକ୍ଷା ଓ ସଚେତନ  ପାଇଁ କାମ କରୁଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ବଜରଙ୍ଗ ଦଳ, ଗୋ ସୁରକ୍ଷା ସମିତି, ପରିବର୍ତ୍ତନ ସଂଗଠନ, ସ୍ୱଚ୍ଛ ଭାରତ ସଂଗଠନ, ସେବା ଭାରତୀ, କେଶରୀଆ ହିନ୍ଦୁ ବାହିନୀ, ବୁଢାରାଜା ୟୁଥ କ୍ଲବ, ତଥା ଆହୁରି ଅନେକ ସଂଗଠନ କୁ ସାମିଲ ନ କରିବା ପୌର ପ୍ରଶାସନ ର ଏକ ଜ୍ୱଳନ୍ତ ଚଞ୍ଚକତା l ଧର୍ମ କୁ ଆଖିଠାର ପରି ଜ଼ିଲ୍ଲାପାଳ ଙ୍କୁ ଆଢୁଆଳ ରେ ରଖିବା ପୌର ପ୍ରଶାସନ ର ଏହା ଏକ ସୁଚିନ୍ତିତ ଉଦ୍ୟମ ନୁହେଁ ତ ?  ପ୍ରକାଶ ଥାଉ କି ଯେ ଜ଼ିଲ୍ଲାପାଳ ଙ୍କୁ ସଠିକ ସମସ୍ୟା ଓ ସହର ତଥା ଜ଼ିଲ୍ଲା ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ,  ସାମାଜିକ ସଂଗଠନ ମାନଙ୍କ ସମ୍ପର୍କ ରେ  ସହର ଓ ଜ଼ିଲ୍ଲା ର ଉନ୍ନୟନ ପାଇଁ ତଥ୍ୟ ଓ ସଠିକ ମାର୍ଗଦର୍ଶକ ଦେବା ପ୍ରତ୍ୟକ ବିଭାଗୀୟ ଅଧିକାରୀ ଙ୍କ  ଏକ ମୌଳିକ କର୍ତ୍ତବ୍ୟ l କାରଣ ନୂତନ ଜ଼ିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ଙ୍କୁ ଜନସାଧାରଣ ଙ୍କ ସମସ୍ୟା ତଥା  ଜ଼ିଲ୍ଲା ର ଗୌରବ ବୃଦ୍ଧି ପାଇଁ ସଠିକ ଦିଗଦର୍ଶନ ଦେବା ବିଭାଗୀୟ ଅଧିକାରୀ ମାନଙ୍କ ନିତିଗତ ଦାୟିତ୍ୱ ମଧ୍ୟ l ଏବଂ ଜ଼ିଲ୍ଲା ର ସର୍ବାଙ୍ଗୀନ ଓ  ଦ୍ରୁତ ବିକାଶ ଏ ସମସ୍ତ ଅଧିକାରୀ ଙ୍କ ଉପରେ ହିଁ  ସମ୍ପୂର୍ଣ  ନିର୍ଭର କରେ l କିନ୍ତୁ ଏଠି ଦେଖା ଯାଉଛି ଯେ ଜ଼ିଲ୍ଲାପାଳ ଙ୍କୁ ଆଢୁଆଳ ରେ ରଖି ବିଭିନ୍ନ ସମସ୍ୟା ସମାଧାନ ଦିଗରେ  ଉତ୍ସାହୀ ,  ଜ୍ଞାନୀ, ଅନୁଭବୀ, ବରିଷ୍ଠ ନାଗରିକ ମାନଙ୍କୁ ଦୁରେଇ ରଖା ଯିବା ଫଳ ରେ ଜ଼ିଲ୍ଲା ପ୍ରଶାସନ ଅନ୍ଧାର ରେ ରହି ଆଶାତୀତ ଉନ୍ନୟନ ପାଇଁ ପଦକ୍ଷେପ ନେଇ ପାରୁନାହାନ୍ତି l ଏଣୁ ଏଥିପ୍ରତି ମାନନୀୟl ନୂତନ 

ଜ଼ିଲ୍ଲାପାଳ ତୀକ୍ଷ୍ଣ ଦୃଷ୍ଟି ଦେବା ପାଇଁ  ଓ  ପ୍ରତ୍ୟକ ଉନୟନ କାର୍ଯ୍ୟ ର ତଦାରଖ ପାଇଁ ଆଗୁଆ ସୂଚନା ନ ଦେଇ ଅଚାନକ ପରିଦର୍ଶନ କରିବାକୁ ଏବଂ ପବ୍ଲିକ ସହିତ ଯୋଡି ହୋଇ କାମ କରିବାକୁ  ସହର ର ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ମାନେ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like