-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
12-Aug-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ସାନପୋଡାଗୁଡା ଗ୍ରାମରେ ଗୋଦାମ ଗୃହ ଉଦ୍ ଘାଟନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୌଷୋଧି ବାଗ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,ଅଧ୍ୟକ୍ଷା ସଭ୍ୟା ରାଣୀ ବାଗ, ବିଡିଓ ମନୀଷା ଦାସ, ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ,ଦିପେନ୍ଦ୍ର ମେହେର ସମେତ ଗ୍ରାମର ଜନସାଧାରଣ ଉପସ୍ଥିତ ରହିଥିଲେ। ପୂର୍ବରୁ ଏହି ଅଞ୍ଚଳର ଜନସାଧାରଣ ଗୋତୋମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଉପରେ ନିର୍ଭର କରିଆସୁଥିଲେ କିନ୍ତୁ ଏହି ଗୋଦାମ ଗୃହ ଉଦ୍ ଘାଟନ ହେଇ ଯାଇ ଛି, ଏଣୁ ଆଜି ଦିନଠାରୁ ଏଠାରେ ଚାଉଳ, ଭତ୍ତା ଦେବା ଆରମ୍ଭ ହୋଇଯାଇଛି।
ଏଠାରେ ଗ୍ରlମର ନବୀନ ପୁଝାରୀ,ଖୀରସିନ୍ଦୁ ପୁଝାରୀ, ଲକ୍ଷ୍ମୀ ଧର ପୁଝାରୀ, ସଦନ ମେହେର ,ହରେକୃଷ୍ଣ ନାୟକ,ଚୌବନ୍,ଭୂପେନ,ଜଗିନ୍ଦ୍ର,ନବୀନ ,, ତ୍ରିଶୂଲ, ରମେଶମେହେର ମୁରଜୀସମେତ ଗ୍ରାମର ବ୍ୟକ୍ତି ଥିବାବେଳେ ଉକ୍ତ ସଭାକୁ ମଙ୍ଗରାଜ ନାଗ ପରିଚାଳନା କରିଥିଲେ ଓ ଜନସାଧାରଣ ସାହାଯ୍ୟ ସହଯୋଗ କରିଥିଲେ।