-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ଭୁବନେଶ୍ବର (ମହାମାୟା ମହାନ୍ତି) : କୋଭିଡ୍ ମୃତ୍ୟୁକୁ ନେଇ ହିସାବ ଗଡବଡ ଥିବାର ଏକ ସାଂଘାତିକ ସତ୍ୟ ଖବର ଆମର ହସ୍ତଗତ ହୋଇଛି । ଆରଟିଆଇରେ କୋରାପୁଟରୁ ସାମ୍ନାକୁ ଆସିଲା ଏହି ସାଂଘାତିକ ସତ ଯାହା ସମସ୍ତଙ୍କୁ ଚକିତ କରିଛି । ଡ୍ୟାସବୋର୍ଡ ତଥ୍ୟ ସହ ମେଳ ଖାଉନି ବୋଲି ଆରଟିଆଇ ତଥ୍ୟ ରୁ ଜଣାପଡିଛି ।