-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||     

HOME   ଜିଲ୍ଲା

ତାଲାବନ୍ଦୀ ଯୋଗୁଁ ନାଗରିକ ବିକାଶ ସଂଗଠନ ମାଧ୍ୟମରେ ପିଲା ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ମୋ ଚାଟଶାଳୀ କାର୍ଯ୍ୟକ୍ରମ l

05-Aug-2021



କଳାହାଣ୍ଡି,ଜୁନାଗଡ଼( ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚିଚୈଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୁଆଗୁଡ଼ା ଗ୍ରାମରେ ପ୍ରାୟ ୧୧୨୪ ଲୋକ ବାସ କରୁଥିବା ବେଳେ ସେଥମଧ୍ୟରୁ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି। କୋରୋନା ମହାମାରୀ ଯୋଗୁଁ ତାଲା ବନ୍ଦୀ ହୋଇଥିବାରୁ ଶିକ୍ଷା ଉପରେ ପ୍ରଭାବ ପଡ଼ିଥିଲା।ଯାହାଦ୍ଵାରା ସ୍କୁଲ ମଧ୍ୟ ବନ୍ଦ ହେବାରେ ଲାଗିଲା । ଆଉ ପ୍ରାଥମିକ ସ୍ତରର ପିଲାମାନେ ଶିକ୍ଷା ଠାରୁ ଦୂରେଇ ଗଲେ।ଯଥା:- ବିଭିନ୍ନ ପ୍ରକାର ଖେଳ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରେ ଲିପ୍ତ ହେଲେ।ସମ୍ପୂର୍ଣ୍ଣ ଭାବରେ  ପ୍ରାୟ ୫୦ ରୁ ୬୦ ପିଲାମାନଙ୍କର ଜୀବନରେ ଶିକ୍ଷା ଭୁଶୁଡ଼ି ପଡ଼ିଲା।ଠିକ୍ ଏହି ସମୟରେ ମହିଳା ଶ୍ରମଜୀବୀ ମଞ୍ଚ,ଓଡ଼ିଶା ଏବଂ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଆନୁକୁଲ୍ୟରେ ନାଗରିକ ବିକାଶ ସଂଗଠନ,କଳାହାଣ୍ଡି ତରଫରୁ ଏକ ପଦକ୍ଷେପ ନିଆଯାଇଥିଲା।

ଏଥିରେ ନାଗରିକ ବିକାଶ ସଂଗଠନ ଜୁନାଗଡ ବ୍ଲକ ର ସଂଯୋଜକ ଶ୍ରୀଯୁକ୍ତ ମଧୁସୂଦନ  ନାଏକ ଓ କର୍ମକର୍ତ୍ତା ଉମେଶ ଚନ୍ଦ୍ର ବାଗ ମାଧ୍ୟମରେ ଗ୍ରାମରେ ଶିକ୍ଷା ପାଇଁ ଏକ ବୈଠକ କରାଗଲା।ଯେଉଁଥିରେ ଗ୍ରାମର ପିଲାମାଙ୍କର ପିତା,ମାତା ଉପସ୍ଥିତ ଥିଲେ।ସେହି ବୈଠକରେ ଶିକ୍ଷା ସମ୍ବନ୍ଧରେ ବିଭିନ୍ନ ପ୍ରକାର ଆଲୋଚନା କରାଗଲା।ଯଥା:- ସ୍ବେଚ୍ଛାସେବୀ ଚୟନ କରିବା,ପାଠ ପଢ଼ାଇବା ପାଇଁ ସ୍ଥାନ ଚୟନ କରିବା ଇତ୍ୟାଦି।ତାପରେ ମୋ ଚାଟଶାଳୀ ଶିକ୍ଷା କେନ୍ଦ୍ର ନାମରେ ନାମିତ ହୋଇ କୋଭିଡ଼ -୧୯ ନିୟମ କୁ ମାନି ପିଲାମାନଙ୍କୁ ଶିକ୍ଷାଦାନ  ଦିଆ ଗଲା l ଚାଟଶାଳୀ କେନ୍ଦ୍ରରେ ରିତା ତନ୍ତୀ ଏବଂ ସୁମେଶ ବାଗ ଙ୍କୁ ସ୍ବେଛାସେବୀ ଶିକ୍ଷକ ଭାବରେ ଚୟନ କରାଗଲା l ବିଭିନ୍ନ ପ୍ରକାର ଦସ୍ତାବିଜ୍ ଯଥା:- ପ୍ରବେଶ ଗ୍ରହଣ ଉପସ୍ଥାନ ବହି,ଛାତ୍ର ଛାତ୍ରୀ ଙ୍କ ମୂଲ୍ୟାଙ୍କନ ବହି, ଗ୍ରାମ ନିର୍ଦ୍ଧାରଣ ଖାତା ପାଠ୍ୟସୂଚୀ ପର୍ଯ୍ୟାୟ ବହି ଇତ୍ୟାଦି ର ସହ ଆଦର୍ଶ ଚାଟଶାଳୀ ଆରମ୍ଭ ହୋଇ ପିଲାମାନଙ୍କର  ପ୍ରଥମ ମୂଲ୍ୟାଙ୍କନ ହୋଇ ୨୫ ଦିନକୁ ଥରେ ମୂଲ୍ୟାଙ୍କନ ହେଲା ।

ଏହି ମୋ ଚାଟଶାଳୀ କାର୍ଯ୍ୟକ୍ରମ ଆରମ୍ଭ କରିବା ଦ୍ଵାରା ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ବିଷୟ ବସ୍ତୁ ଗଣିତ ଏବଂ ଓଡ଼ିଆ ରେ ଗୁଣାତ୍ମକ ଶିକ୍ଷା ର ଉନ୍ନତି ହେଲା।ଯଥା:- ଓଡ଼ିଆ ରେ ଶ୍ରେଣୀଭୁକ୍ତ ଭାବରେ ଚିତ୍ର ଆଙ୍କିବା, ବାକ୍ୟ ଅଧ୍ୟୟନ କରିବା,ଶବ୍ଦ ବା ବାକ୍ୟ ଲେଖିବା,ଗପ କହିବା,ଗୀତ ଗାଇବା ଇତ୍ୟାଦି ଠିକ୍ ସେହିପରି ଗଣିତରେ ଶ୍ରେଣୀଭୁକ୍ତ ରେ ୨୦ ରୁ ୯୯୯ ଯାଏ ସଂଖ୍ୟା ଆବୃତ୍ତି କରିବା,ପଣିକିଆ ୫-୨୫ ସ୍ତର  ଯାଏ ଜାଣିବା।ବିଭିନ୍ନ ପ୍ରକାର ଅଙ୍କନ,ଦୂରତା,ହିସାବ ଗଣିବା ବା ଦେବା ନେବା ଇତ୍ୟାଦିରେ ବ୍ୟବଧାନ ଥିବା ଶିକ୍ଷା  ପରିପୂର୍ଣ୍ଣ ହେଲା।ଏହି ଚାଟଶାଳୀ କାର୍ଯ୍ୟରେ ଷ୍ଟେକ୍ ହୋଲ୍ଡର ମାନଙ୍କ ର ସାହାଯ୍ୟ ସହଯୋଗିତା ମଧ୍ୟ ସମ୍ପୂର୍ଣ୍ଣ ଭାବରେ  ଥିଲା। ଯଥା:- ଆଶା କର୍ମୀ ଭାନୁମତୀ ଖମାରୀ ଦ୍ଵାରା Mask,Sanitizer ଏବଂ Handwash, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁଧିରା ମେହେର ଦ୍ଵାରା ଚାଟଶାଳୀ ବେନର, ଏବଂ କଳାପଟା,ସ୍ଥାନୀୟ ଶିକ୍ଷକ ମଧୁସୂଦନ ବିଶି ଦ୍ଵାରା ଚକ୍, ଡଷ୍ଟର ଏବଂ ଉଜ୍ଜଳ ବହି ତଥା ସଂଗଠନ ସଭ୍ୟା,ସଭ୍ୟ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ରେ ଏହି କାର୍ଯ୍ୟକ୍ରମ ପରିଚାଳନା ହେଉଅଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026

You Might Also Like