-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
ବଲାଙ୍ଗୀର,(ପ୍ରେରଣା ଖବର) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତଥା ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ରାଜ୍ୟସ୍ତରୀୟ ଟିମ୍କୁ ବଲାଙ୍ଗୀର ଛଟେଇ ହୋଇଥିବା କୋଭିଡ୍ ପାରାମେଡିକାଲ ଷ୍ଟାଫ୍ ଜୋରଦାର୍ ବିରୋଧ କରିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର ଭିତରେ ନାରାବାଜି କରି ବିରୋଧ କରିଥିଲେ। କରୋନା ସ଼ଂକ୍ରମଣ ବଢ଼ିଲେ ଚାକିରିରେ ରଖୁଛନ୍ତି, ସଂକ୍ରମଣ କମିଲେ ଛଟେଇ କରୁଥିବା ପ୍ରତିବାଦରେ ଏହି ଟିମ୍କୁ ବିରୋଧ କରିଥିଲେ ।