-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||     

HOME   ଜିଲ୍ଲା

ଭାରତୀୟ ସାଙ୍କେତିକ ଭାଷାକୁ ଭାଷାର ମାନ୍ୟତା ମିଳିବା ପରେ ପାଠ୍ୟକ୍ରମର ଏନ୍ତୁଡ଼ିଶାଳ ବିନିକା ର ହେପୀ ହେଣ୍ଡ ସ୍କୁଲ ଫର ଦି ଡେଫ

02-Aug-2021



ବିନିକା (ହିମାଂଶୁ ଶେଖର ପୁଟେଳ):ସାଙ୍କେତିକ ଭାଷାକୁ ଭାଷାର ମାନ୍ୟତା  ମିଳିବା ପରେ ମାଧ୍ୟମିକ ପାଠ୍ୟକ୍ରମରେ ସାମିଲ ହେଲା ସାଙ୍କେତିକ ଭାଷା ଯାହା ଫଳରେ ଆଜି ବିନିକାର ହେପି ହେଣ୍ଡ ଫର ଦି ଡେଫ ପାଠ୍ୟକ୍ରମର ଏନ୍ତୁଡିଶାଳ ପାଲଟିଥିବା ରୁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି l ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସ ୨୯ ତାରିଖରେ ଭାରତ ସରକାର ନୂତନ ଶିକ୍ଷାନୀତି ୨୦୨୦ରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ।ଏହି  ଶିକ୍ଷାନୀତିରେ ସାଙ୍କେତିକ ଭାଷାକୁ ମାଧ୍ୟମିକ ଶିକ୍ଷାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତି ଲକ୍ଷଲକ୍ଷ ଶ୍ରବଣ ବାଧିତ ଛାତ୍ରଛାତ୍ରୀ ମାନଙ୍କ ଠାରେ ନୂତନ ଉତ୍ସାହ ଏବଂ ଉନ୍ମାଦନା ଖେଳାଇ ଦେଇଛି।କିନ୍ତୁ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେଯେ ଏହି ନୂତନ ସାଙ୍କେତିକ ଭାଷାର ପାଠ୍ୟକ୍ରମର ଏନ୍ତୁଡ଼ିଶାଳ ହେଉଛି ଓଡିଶାର ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ସିନ୍ଦୁରପୁର ଗ୍ରାମରେ ଥିବା ହେପି ହେଣ୍ଡସ ସ୍କୁଲ ଫର ଦି ଡେଫ ଅଟେ। ୨୦୧୮ ମସିହାରେ ରୁରାଲ ଲାଇଫ ଲାଇନ ଟ୍ରଷ୍ଟ ଅଧୀନରେ ଚାଲିଥିବା ହେପି ହେଣ୍ଡସ ସ୍କୁଲ ଫର ଦି ଡେଫର ସଦସ୍ୟ ମାନେ ସୁଦୂର ଇଂଲଣ୍ଡର ଇଉନିଭରସିଟି ଅଫ ଲେଙ୍କାସେଆର ସହିତ ମିଶି ଶ୍ରବଣ ବାଧିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଗୁଣାତ୍ମକ ମାନକୁ ବିକାଶ କରିବା ଲକ୍ଷ୍ୟରେ ଏକ ପାଠ୍ୟକ୍ରମ ତିଆରି କରିଥିଲେ। ଯେଉଁ ପାଠ୍ୟକ୍ରମ ତିଆରି ତାଲିମ ପାଇଁ ପ୍ରଫେସର ଉଳରେକି ଜେସନ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଏବଂ ଗଭେଷଣାର ଡ଼ାଇରେକ୍ଟର ଭାରତ ଆସି ବିନିକା ସହର ରେ ରହି ବିଭନ୍ନ ରାଜ୍ୟରୁ ଆସିଥିବା ଶ୍ରବଣ ବାଧିତ ଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ। ସେହି ତାଲିମ ର କେନ୍ଦ୍ରବିନ୍ଦୁ ଥିଲା ହେପି ହେଣ୍ଡ ସ୍କୁଲ ଫର ଦି ଡେଫ। ଏହି ସ୍କୁଲର ଡାଇରେକ୍ଟର ଶିବାଜୀ ପଣ୍ଡା ଲଣ୍ଡନରେ ପ୍ରଫେସର ଥିଲେ ଯିଏକି ଶ୍ରବଣ ବାଧିତ ସମାଜର ମଙ୍ଗଳ ନିମନ୍ତେ ଉଚ୍ଚ ବେତନ ଯୁକ୍ତ ଚାକିରୀ ଛାଡି ଆସି ବିନିକା ବ୍ଲକର ସିନ୍ଦୁରପୁର ଗ୍ରାମରେ ଏକ ସ୍କୁଲ ଖୋଲିଲେ।ଏହି ସ୍କୁଲଟି ଶ୍ରବଣ ବାଧିତ ପିଲାମାନଙ୍କ ଶିକ୍ଷାର ଗଭେଷଣା ଗାର।ଅତଏବ ଦୁଇବର୍ଷର କଠିନ ପରିଶ୍ରମ ପରେ ପାଠ୍ୟକ୍ରମ ତିଆରି ହୋଇଥିଲା।NIOS ସହିତ ମିଶି ଏହି ପାଠ୍ୟକ୍ରମକୁ ତିଆରି କରାଯାଇଥିଲା।ସାଙ୍କେତିକ ଭାଷାର ଏହି ପାଠ୍ୟକ୍ରମ ଶ୍ରବଣ ବାଧିତ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026

You Might Also Like