-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
02-Aug-2021
ବଲାଙ୍ଗୀର,(ପ୍ରେରଣା ଖାବର) : ବଲାଙ୍ଗୀର ଜିଲ୍ଲାର ବେଲଗାଁ ରାସ୍ତା ରେ ସଇଁତଲା ତୁକଲା ଗାଁ ର ରାଜେଶ କୁମାର ଦାସ (୨୬-) ସକାଳ ପ୍ରାୟ ୮ ଟା ସମୟରେ ଏକ ବାଇକ ରେ ଯାଉଥିବା ବେଳେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାରେ ପହଂଚାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଟିଟିଲାଗଡ ରୁ ପାଞ୍ଚ କିଲୋମିଟର ଦୂର ରେ ଦୁର୍ଘଟଣା ଘଟିଥିଲା ।ଏ ନେଇ ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।