-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ଝlର ମୁଣ୍ଡl ଏଥିଲେଟିକ୍ ଏସୋସିଏସନ ର ୩୦ ତମ ପ୍ରତିଷ୍ଠା ଦିବସ ପାଳିତ: ସାପ୍ତାହିକ ପ୍ରେରଣା ପ୍ରତିନିଧି ସମ୍ବର୍ଦ୍ଧିତ

02-Aug-2021



ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତ ଠାରେ ଝାରମୁଣ୍ଡା ଏଥିଲେଟିକ ଏସୋସିଏସନ ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ସଭାପତିତ୍ୱରେ ୩୦ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ କିଛି କୋଭିଡ ଯୋଦ୍ଧାଙ୍କୁ  ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି l ଏହି ସମାରୋହରେ ଅତିଥି ଭାବେ ହେମସାଗର ନନ୍ଦ ଡି. ଏସ. ପି, ସୋନପୁର ହେମସାଗର ନନ୍ଦ ଓ ସମ୍ମାନିତ ଅତିଥି ଭାବେ ପ୍ରୋଫେସର ଡ଼. ମହେନ୍ଦ୍ର କୁମାର ନାୟକ ସୁପରିଟେଣ୍ଡ ଭୀମଭୋଇ ମେଡିକାଲ ହସ୍ପିଟାଲ ମଞ୍ଚାସୀନ ଥିଲେ l କୋଭିଡର ପ୍ରଥମ ଲହରରେ ସେତେ ପ୍ରଭାବ ପଡିନଥିଲା ଯାହାକି ଦ୍ଵିତୀୟ ଲହରରେ ପଡିଛି, ଆଗକୁ ତୃତୀୟ ଲହର ହେବାକୁ ଯାଉଛି ଏଣୁ ହସ୍ପିଟାଲରେ ବେଡ଼ ଓ ଅକ୍ସିଜେନର ଯେଉଁ ସମସ୍ୟା ଥିଲା ତାହା ଦୂର ହୋଇ ସବୁ ମହଜୁଦ ଅଛି ଦରକାର ବେଳେ ଯୋଗାଇ ଦିଆଯିବ ବୋଲି ଶ୍ରୀ ନାୟକ କହି ଥିଲେ  l  ଲୋଇସିଂହା ଅଂଚଳରୁ ନୂଆଁ ନୂଆଁ ଫୁଟବଲ ଖେଳାଳୀ ସ୍ରୁଷ୍ଟି କରିବାକୁ ସେ ଆୟୋଜକ ମାନଙ୍କୁ ଅନୁରୋଧ କରିଥିଲେ l ବ୍ରଜେନ୍ଦ୍ରକିଶୋର ପଣ୍ଡା,  ସିନିଅର ଏ. ଡି. ଭି ଲୋକପାଳ ସମ୍ବଲପୁର, ଅଭିଜିତ ପଣ୍ଡା ଏ. ପି. ଡି, ବଲାଙ୍ଗୀର, ଶ୍ରୀମତୀ ବନଜ୍ୟୋସ୍ନା ପଧାନ ଏରିଆ ମ୍ୟାନେଜର ରଇଜିଙ୍ଗ  ଫୋୖଣ୍ଡଡେସନ, ରାଜେନ୍ଦ୍ରପ୍ରସାଦ ବଢ଼େଇ, ଟିଏଭି ନର୍ସିଙ୍ଗ କୁମାର କୋଅର୍ଡିନେଟର ବଲାଙ୍ଗୀର ପ୍ରମୁଖ ନିଜର ବକ୍ତବ୍ୟରେ ଝlରମୁଣ୍ଡା ଏଥିଲେଟିକ୍ ଆସୋସିଏସନ୍ ର ଉଦ୍ୟମକୁ ପ୍ରଶଂସା କରିଥିଲେ l ଏସୋସିଏସନକୁ  ବିଗତ 30 ବର୍ଷ ପୂର୍ତ୍ତି ଅବସରରେ ମଂଚାସୀନ ମହୋଦୟଙ୍କ ଅଭିଭାଷଣରେ 2016 ମସିହା ରୋପ୍ୟଜୟନ୍ତୀ ଅବସରରେ ବିଭିନ୍ନ ବର୍ଗବିଶେଷଙ୍କୁ   l ଆଜିର ମଂଚାସୀନ ଅତିଥିବୃନ୍ଦ ସରକାରଙ୍କ ତରଫରୁ ସାହାଯ୍ୟ ଓ ସହଯୋଗ ଲାଗି ଆଥଲେଟିକ ଏସୋସିଏସନଙ୍କୁ ଯଥା ସମ୍ଭବ ସହଯୋଗର ହାତ ବଢାଇବା ଲାଗି ପ୍ରତିଶୃତି ଦେଇଛନ୍ତି l ନେହେରୁ ଯୁବ କେନ୍ଦ୍ର ହେଉକି ୱାର୍ଲଡ ଭିଜନ, ରାଇଜିଙ୍ଗ ଫାଉଣ୍ଡେସନ ସବୁବେଳେ ଏହି ଏସୋସିଏସନ ତଥା ଏ ଅଂଚଳକୁ ସାହାଯ୍ୟର ହାତ ବଢ଼ାଇଛନ୍ତି l କରୋନା ସମୟରେ ଲୋଇସିଂହା ଅଂଚଳ ତଥା ଏସୋସିଏସନର କର୍ମକର୍ତ୍ତାର  ଅନେକ ମାନ୍ୟଗଣ୍ୟ ବ୍ୟକ୍ତି କରୋନା ଯୋଦ୍ଧା ସାଜିଥିବାରୁ ସମସ୍ତଙ୍କୁ ଆଥଲେଟିକ ଏସୋସିଏସନ ତରଫରୁ ସମ୍ମାନିତ କରିବା ସହ ଲୋଇସିଂହା ମଣ୍ଡଳୀ ସାମ୍ବାଦିକଙ୍କୁ କରୋନା ଯୋଦ୍ଧରେ ସମ୍ମାନିତ କରାଯାଇଛି l ବରିଷ୍ଠ ସାମ୍ବାଦିକ

ବିମଳ ହୋତା (ସମ୍ବାଦ) , ସରୋଜ ବିଶ୍ୱାଳ (କନକ ନିୟୁଜ) , ସୁଶାନ୍ତ ବାରିକ( ଧରିତ୍ରୀ) , ସାରଙ୍ଗ ଭୋଇ (ସମାଜ) , ମହେଶ କର (ମହକ) , ହୃଦାନନ୍ଦ ହାତୀ (ଆର୍ଗସ) , ବିନୋଦ ଦୀପ (ପ୍ରେରଣା ଖବର) , ଦେବାନନ୍ଦ ପୁଟେଲ (ଟାଇମ୍ସ ୱାନ ଓଡ଼ିଆ) , ସରୋଜ ପଧାନ (ଏବିଏସ ନିୟୁଜ) ଓ ବିମଳେନ୍ଦୁ ସାହୁଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି l  ସଚ୍ଚିଦାନନ୍ଦ ସାହୁ ସମ୍ପାଦକ ଏ. ଏ. ଝାରମୁଣ୍ଡା ଓ ବିମଳେନ୍ଦୁ ସାହୁ ବିବରଣୀ ପାଠ କରିଥିଲେ l ସୁଧାଂଶୁ ମହାକୁର ଉପ ସଭାପତି ଏଥିଲେଟିକ୍ ଏସୋସିଏସନ . ଝାରମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ li


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like