-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||     

HOME   ଜିଲ୍ଲା

ସର୍ବୋଚ୍ଚ ନ୍ୟାୟାଳୟ ର କୋଭିଡ-୧୯ ନିୟମ ଉଲଂଘନ କରି ଅନଲାଇନ ପାଠ ପଢା ବନ୍ଦ ନେଇ ଅଭିଭାବକ ମହଲରେ ତୀଵ୍ର ଅସନ୍ତୋଷ

23-Jul-2021



ଟିଟିଲାଗଡ(ପ୍ରେରଣା ଖବର ବ୍ୟୁରୋ)  :ସୁପ୍ରିମକୋର୍ଟ ର କୋଭିଡ-୧୯ ନିୟମ ଅନୁଯାୟୀ ଜାରି କରାଯାଇଥିବା ସ୍ୱତନ୍ତ୍ର ନିୟମ ର ଖୋଲା, ଖୋଲି ଉଲଂଘନ କରି ଟିଟିଲାଗଡ ସ୍ଥିତ ପ୍ରଭାବତି ପବ୍ଲିକ ସ୍କୁଲ ନାମକ ଘରୋଇ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଙ୍କୁ ବେଖାତିର ମନୋଭାବ ପୋଷଣ କରି ଛାତ୍ର, ଛାତ୍ରୀ ଙ୍କ ମୋବାଇଲ ଲିଙ୍କ ବା ପାଠ ପଢା ଆଇଡି ବନ୍ଦ କରି ଦେବା ନେଇ ଅଭିଭାବକ ତୀଵ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନା କ୍ରମେ,ଉକ୍ତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ପ୍ରଭାବତୀ ପବ୍ଲିକ ସ୍କୁଲ ରେ ପୂର୍ବରୁ ବ୍ୟାପକ ବେଆଇନ ଭାବେ ଉକ୍ତ ଟ୍ରଷ୍ଟ ପରିଚାଳନା କମିଟିର ଅଧ୍ୟକ୍ଷ ଓ କାର୍ଯ୍ୟକର୍ତା ଙ୍କ ବିନା ଜ୍ଞାତ ସାରରେ ବିଦ୍ୟାଳୟ ପରିଚାଳନା କରି ଲକ୍ଷ,ଲକ୍ଷ ଟଙ୍କାର ଜାଲିଆତି ମାମଲାର ନ୍ୟାୟାଳୟ ରେ ମାମଲା ଦାୟର କରାଯାଇଥିଲା । ଉକ ମାମଲା ବିଚାରଧୀନ ରହିଥିବା ବେଳେ ବେଆଇନ ଭାବେ ଗତ ୨୦୧୫ ବର୍ଷ ଠାରୁ ସ୍କୁଲ ର ପ୍ରିନ୍ସିପାଲ ତଥା ଅନ୍ୟ କର୍ମଚାରୀ ଚଳାଇଆସୁଥିବା ଜଣାଯାଇଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ସ୍ୱତନ୍ତ୍ର ନିର୍ଦ୍ଦେଶ ନାମା ରହିଛି ଯେ, ବର୍ତ୍ତମାନ କୋଭିଡ-୧୯ ନିୟମ ଅନୁଯାୟୀ ଗତ ୨୦୨୦-୨୦୨୧ ଶିକ୍ଷା ବର୍ଷ ରେ କୌଣସି ବିଦ୍ୟାଳୟ ଛାତ୍ର, ଛାତ୍ରୀ ଙ୍କୁ ପାଠ ପଢା ରୁ ବଞ୍ଚିତ କରି ପାରିବେ ନାହିଁ, କିମ୍ବା ବିନା ଅଭିଭାବକ ଙ୍କ ସହମତି କ୍ରମେ ଫିସ ବା ଦେୟ ବୃଦ୍ଧି ଅବା ଆଦାୟ ପାଇଁ ଚାପ ପ୍ରୟୋଗ କରି ପାରିବେ ନାହଁ । ଏହି ଆଇନ ପ୍ରଣୟନ ସତ୍ୱେ ଏହି ସ୍କୁଲ ପ୍ରିନ୍ସିପାଲ ଶତକଡା ୪୦% ଭାଗ ଦେୟ ବା ଫିସ ବୃଦ୍ଧି କରି ଏକା  ଥରକେ ଏକ ବର୍ଷ ର ଅବା ଛଅ ମାସ ର ଫିସ ବା ଦେୟ ଦାଖଲ କରିବା ପାଇଁ ଧମକ ପୁର୍ଣ ମୋବାଇଲ ମେସେଜ ବାରମ୍ବାର ପୋଷ୍ଟ କରିବା ଅନେକ ଅଭିଭାବକ ଙ୍କୁ ଛାତ୍ର, ଛାତ୍ରୀ ଙ୍କୁ ସ୍କୁଲ ରୁ ବାହାର କରି ଦେବା ଧମକ ଦେଇ ଜଣ ପିଛା ୨୫ ରୁ ୩୦ ହଜାର ଟଙ୍କା ଲେଖାଏଁ ଏକ ପ୍ରକାର ମାନସିକ ଚାପ ପ୍ରୟୋଗ କରି ଆଦାୟ କରିନେଇଯାଇଛନ୍ତି । ଗତ ୨୦୨୦-୨୧ ବର୍ଷ ରେ ଛାତ୍ର, ଛାତ୍ରୀ ଙ୍କୁ ବସ ଭଡା ଓ ସେନିଟାଇଜ ଫିସ ଦେୟ ଆଦି ସ୍କୁଲ ରେ ନ ଥିବା ବେଳେ ତଥା ସରକାରୀ ଭାବେ ସ୍କୁଲ କୁ ଆଇସୋଲେସନ କେନ୍ଦ୍ର ଭାବେ ବ୍ୟବହାର କରି ଅର୍ଥ ନେବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି । ଏପରି କି ସ୍କୁଲ ପ୍ରିନ୍ସିପାଲ ଙ୍କୁ ଓ ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କୁ  ଏନେଇ ପୂର୍ବରୁ ଲିଖିତ ଅଭିଯୋଗ କରିଥିବା ବେଳେ ସ୍କୁଲ ପରିଚାଳନା ଅଧ୍ୟକ୍ଷ ରାୟପୁର ରେ ଚିକିତ୍ସିତ ହେଉଛନ୍ତି ଏଣୁ ୧୫ ଦିନ ସମୟ ଦେବାକୁ କହିଥିଲେ । ଉକ୍ତ ସମୟ ପୂର୍ବରୁ ଜାଣିଶୁଣି କିଛି ଚାଟୁକର ତଥା କଥିତ ଭଦ୍ର ବ୍ୟକ୍ତି ଙ୍କ ସହ ସଲାସୁତୁରା ନୀତି ଆପଣେଇ ଧମକ ପୁର୍ଣ ଚେତାବନୀ ଦେବା ଅନ ଲାଇନ ପାଠ ପଢା ରୁ ବଞ୍ଚିତ କରି ପରୀକ୍ଷା ଖାତା ନ ଦେଇ ନିଜ ଦାବୀ ମୁତାବକ ଅର୍ଥ ଆଦାୟ କରି ନେଇଥିଲେ । ଅନ୍ୟ ଉପାୟ ନପାଇ ଅଭିବାବକ ଟଙ୍କା ଦେବାକୁ ବାଧ୍ୟ ହୋଇ ଦେବା ସତ୍ୱେ ପୁନଃ ଛଅ ମାସ ର ଉକ୍ତ ବର୍ଦ୍ଧିତ ହାର ରେ ଟଙ୍କା ଜମା କରିବା ଧମକ ଦେଇଥିବା ଓ ହଠାତ ଅନଲାଇନ ରୁ ବଞ୍ଚିତ କରିଦିଆଯାଇଛି । ଅଭିଭାବକ ପୂର୍ବ ପରି ଦେଇ ଆସୁଥିବା ଫିସ ହାର ରେ ଟଙ୍କା ପ୍ରଦାନ କରିବାକୁ ରାଜି ଥିବା ସତ୍ୱେ ଏପରି ମନମୂଖୀ ଭାବେ ବ୍ୟବସାୟିକ ମନୋଭାବ ପୋଷଣ କରି ପାଠ ପଢା ରୁ ବଞ୍ଚିତ ହଠାତ ବଞ୍ଚିତ କରିଦେବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରି କି ଟ୍ରଷ୍ଟ ପରିଚାଳନା କମିଟି ର ବିନା ସହମତି ରେ ଏହି ବିଦ୍ୟାଳୟ ଚାଲୁଥିବା ଯୋଗୁଁ ଏ ନେଇ ଉକ୍ତ କମିଟି ସାମ୍ନା କୁ  ସ୍କୁଲ କର୍ତ୍ତୃପକ୍ଷ ଆଣିପାରୁ ନାହାନ୍ତି । ଟ୍ରଷ୍ଟ ନିୟମ ଅନୁଯାୟୀ ଅନୁଛେଦ ୧୩/୦୬ ଅନୁସାରେ ଏପରି ଜାତୀୟ ବିପତ୍ତି ସମୟରେ ସମସ୍ତ ଖର୍ଚ୍ଚ ନିଜେ ବହନ କରିବା ଉଚିତ । ପ୍ରକାଶ ଯେ,ବିଦ୍ୟାଳୟ କୁ ଆଇସୋଲେସନ ଭାବେ ବ୍ୟବହାର କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସରକାରୀ ବିଲ,ଭାଉଚର ଦାଖଲ କରି ଟଙ୍କା ପାଇବା ବ୍ୟବସ୍ଥା ର ସୁଯୋଗ ନେଇ ଉକ୍ତ ଅର୍ଥ କିଏ କିଭଳି ବ୍ୟବହାର କରିଛି ତାର ସବିଶେଷ ତଥ୍ୟ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ଅଭିଭାବକ ମହଲରେ ଦାବୀ ହୋଇଛି । ଏ ସବୁ ବିଷୟ ନେଇ ଗୁରୁବାର ଅପରାହ୍ନ ସମୟରେ ଅଭିଭାବକ ଏକ ବୈଠକ ଅନୁଷ୍ଠିତ କରି ପ୍ରିନ୍ସିପାଲ ଙ୍କ ଧମକ,ବାରମ୍ବାର ଚେତାବନୀ ମିଥ୍ୟା ମକଦ୍ଦମା ରୁଜୁ କରି ଅଭିଭାବକ ଙ୍କୁ ଭୟଭୀତ କରି ମାନସିକ ଚାପ ଉଭୟ ଛାତ୍ର, ଛାତ୍ରୀ ଙ୍କ ଉପରେ ପକେଇ ଅନ ଲାଇନ ଶିକ୍ଷା ବନ୍ଦ କରିଦେବା ଆଇନ ଅନୁଯାୟୀ ଦଣ୍ଡନୀୟ ହୋଇଥିବା ରୁ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଏତଲା ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ଙ୍କୁ ପ୍ରଦାନ କରାଯାଇ ଥିବା ଅଭିଭାବକ ଜଣେଇଛନ୍ତି  । ବର୍ତ୍ତମାନ  ପୋଲିସ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯିବ ତଥା ଜିଲ୍ଲା ଶିକ୍ଷାଧିକାରୀ ଓ ଉପଖଣ୍ଡ ଶିକ୍ଷା ଅଧିକାରୀ କଣ ପଦକ୍ଷେପ ନେବେ ସେ ନେଇ ସମସ୍ତ ଙ୍କ ନଜର ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026

You Might Also Like