-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
22-Jul-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂ ୨୦୨୦-୨୧ ମହାବିଦ୍ୟାଳୟ ସହବନ୍ଧନ ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଶ୍ରୀ ବିଗନେସପ୍ରସାଦ ମିଶ୍ର ଚେୟାରମ୍ୟାନ ଏବଂ ଶ୍ରୀ ବି. ବେହେରା ଉଦ୍ଭିଦ ବିଶେଷଜ୍ଞ ପ୍ରାଧ୍ୟାପକ ଲୋଇସିଂହା ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ l ଶ୍ରୀ ଗୋବିନ୍ଦଚନ୍ଦ୍ର ସାହୁ ଅଧ୍ୟକ୍ଷ ଲୋଇସିଂହା ମହାବିଦ୍ୟାଳୟ, ଡ଼. ଶିବପ୍ରସାଦ ତ୍ରିପାଠୀ ଲାଇବ୍ରେରିଆନ ଏବଂ ଶ୍ରୀଚକ୍ରପାଣି ବେଜ ମୁଖ୍ୟକିରାଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l